ଚାନ୍ଦବାଲି ରେ ଜାତୀୟ ପତାକାକୁ ଅସ୍ନମାନ…

ଦେବକାନ୍ତ ମହାନ୍ତି, ଚାନ୍ଦବାଲି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତରେ ଜାତୀୟ ପତାକାକୁ ଅସନ୍ନମାନ ।ଭାରତ ଆଜି ୭୫ତମ ସ୍ଵାଧୀନତା ଦିବସ ପାଳନ କରୁଥିବା ବେଳେ ଜାତୀୟ ପତାକାକୁ ଏଭଳି ଅବମାନନା ଯାହାକି ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହା ଏକ ଲଜ୍ୟାର ଵିଷୟ ।

ଭାରତର ସମ୍ବିଧାନରେ ବନ୍ଧା ହୋଇ କାର୍ଯ୍ୟରତ ସରପଞ୍ଚ ଜାତୀୟ ପତାକାର ଅପମାନ କରିବା ସହ ସମ୍ବିଧାନର ନିୟମାବଳୀକୁ ମଧ୍ୟ ଅବମାନନା କରିଛନ୍ତି ସେହିପରି ଭାବେ ଚାନ୍ଦବାଲି ବ୍ଲକ ତେନ୍ତୁଳିଡିହି ପଞ୍ଚାୟତ ରେ ଜୋତା ପିନ୍ଧି ଜାତୀୟ ପତାକା ଉତ୍ତୋଳନ କରୁଥିବାର ଦୃଶ୍ୟ ଦେଖି ବାକୁ ମିଳିଛି ସରପଞ୍ଚଙ୍କ ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Aug 16 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୫୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୫୪୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୧୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୮୨୪୦ ଜଣ ସୁସ୍ଥ […]

You May Like

Pin It on Pinterest