ଚାନ୍ଦବାଲି ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ସବୁବେଳେ ତାଲା,ଚାଷୀ ଅସନ୍ତୋଷ ଅଫିସ୍ ଘେରାଉ…

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ୧୭/୦୮/୦୨୧-ଚାନ୍ଦବାଲି ଉଦ୍ୟାନ ବିଭାଗର ଅଧିକାରୀଙ୍କ ସହ କର୍ମଚାରୀ ମାନେ କାର୍ଯ୍ୟାଳୟକୁ
ଆସୁନାହାନ୍ତି , ଚାଷୀ ମାନେ ବାରମ୍ବାର ନିରାଷ ହୋଇ ଫେରିବା ପରେ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ।

ଚଳିତ ବାତ୍ୟା ୟାଷ ପରେ ଚାଷୀମାନେ କଦଳୀ ଚାଷ, ଅମୃତଭଣ୍ଡା ଚାଷ, ଛତୁ ଚାଷ , ଗେଣ୍ଡୁଫୁଲ ଚାଷ,ଇନପୁଟ ସବସିଡି ଚାରା ଆଦି ଚାଷରେ ସରକାର ଠାରୁ ଚାଷୀ ମାନେ ପ୍ରୋତ୍ସାହନ ନେଇ ଅଧିକ ଲାଭବାନ ହୋଇପାରିବେ ଏବଂ ଏହି ସବୁ ଚାଷରେ କୃଷକ ମାନେ ସବସିଡ଼ିରେ ଚାଷ କରି ଚାଷୀ ଉପକୃତ ହୋଇପାରିବେ ।

ହେଲେ ଅଧିକାରୀଙ୍କୁ ନପାଇ ନିରାଷ ହେଇଛନ୍ତି ଛାଷୀ , ଏଥିନେଇ ଚାଷୀ ମାନେ ଆଜି, କାର୍ଯ୍ୟଳୟ ଅଗରେ ପ୍ରତିବାଦ କରିବା ପରେ ଉଦ୍ୟାନ ବିଭାଗ ଅଧିକାରୀ ଖବର ପାଇ ଚାଷୀଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତା କରିବା ସହ କାଲି କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ପ୍ରତିଶୃତି ଦେବା ପରେ ଚାଷୀ ମାନେ ଶାନ୍ତ ପଡିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Aug 17 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୨୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୬୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୯୪୦୭ ଜଣ […]

You May Like

Pin It on Pinterest