ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିବର୍ତ୍ତନ ନିମନ୍ତେ ହୋଇଥିବା ପଲ୍ଲୀ ସଭାକୁ ବିରୋଧ କଲେ ଅଞ୍ଚଳବାସୀ…

ଶ୍ରୀକାନ୍ତ ଚୌଧୁରୀ(ପଟାଙ୍ଗି) କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ର ୯ ଗୋଟି ଅଞ୍ଚଳର ଜଙ୍ଗଳଜମି କୁ ଅଣଜଙ୍ଗଳଜମି ରେ ପରିବର୍ତ୍ତନ ନିମନ୍ତେ ଆଜି ୯ ଟି ସ୍ଥାନରେ ହୋଇଥିବା ପଲିସଭାକୁ ବିରୋଧ କଲେ ନିଜ ନିଜ ଅଞ୍ଚଳବାସୀ ।

ସୂଚନା ଅନୁଯାଇ ଗତ ୧୦ ରିଖ ଦିନ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କୋରାପୁଟ ଓ ଉଦ୍ୟୋକ୍ତା ଜିଲ୍ଲା ସ୍ତରୀୟ କମିଟି ଜଙ୍ଗଲ ଅଧିକାରୀ ସ୍ୱୀକୃତି ଆଇନ ର ପ୍ରକଳ୍ପ ପ୍ରଶାସକ ଙ୍କ ଦ୍ଵାରା ପ୍ରକାଶିତ ସାଧାରଣ ବିଜ୍ଞପ୍ତି ମାଧ୍ୟମରେ ପାଟାଙ୍ଗି ବ୍ଲକର ୯ ଟି ସ୍ଥାନ ତଥା ମାଲକାରବନ୍ଦ, ସିପାଇପୁଟ, ଏରାସାନ୍ତାଗୁଡା, କାଟ୍ରାଗେଡା, ପଟାଙ୍ଗି, ସିସାଗୁଡା, ମେଡେଂଗନ୍ଦୀ, ଥୁରିଆ, କରଂଜଗୁଡା ଗ୍ରାମଠାରେ ପଲିସଭା/ଗ୍ରାମସଭା ରେ ନାଲକୋର ଜଙ୍ଗଳଜମି କୁ ଅଣଜଙ୍ଗଳଜମି ରୂପେ ବ୍ୟବହାର କରି ଖଣି ଖନନ ଓ ବ୍ୟକ୍ତିଗତ ଅଧିକାର,ଖୁଦ୍ର ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ, ଗୋଷ୍ଠୀଗତ ଅଧିକାର ଏବଂ ଗୋଷ୍ଠି ସମ୍ବଳ ଅଧିକାର ନିମନ୍ତେ ନିମନ୍ତେ ପ୍ରେସ ବିଜ୍ଞପ୍ତି ବାହାରିଥିଲା।

ଆଜି ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଙ୍କ ତତ୍ୱାବଧାନରେ ବିଭିନ୍ନ ତହସିଲର ଅତିରିକ୍ତ ତହସିଲଦାର ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ପଲିସଭା/ଗ୍ରାମସଭା କରିଥିବା ବେଳେ ପ୍ରତେକ ସ୍ଥାନରେ ଏହାକୁ ବିରୋଧ କରୁଥିବା ନେଇ ଜଣାପଡିଅଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଙ୍ଗାରୁ କୋର୍ଟର କରୁଣ ପରିଣତି ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀ ଆବାସ ଆଗରେ ଦେବେ ଆତ୍ମାହୁତି...

Thu Aug 19 , 2021
ନବୀନ କୁମାର ସାହୁ(ଜଳେଶ୍ୱର) କଙ୍ଗାରୁ କୋର୍ଟ ର କରୁଣ ପରିଣତି। ପରିଣତ ବୟସରେ ନ୍ୟାୟପାଇଁ ସ୍ଥାନୀୟ ସରପଞ୍ଚ ଠୁ ଆରମ୍ଭ କରି, ଥାନା ,ପୋଲିସ, ଏସ୍ପି,ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ , ମାନବ ଅଧିକାର କମିଶନର ଙ୍କୁ ଅବଗତ କରାଇ ନୟାନ୍ତ ହୋଇପଡି ଲେଣି ଏହି ଅସହାୟ ବୃଦ୍ଧ ଦମ୍ପତି। ସରକାର ଓ ପୋଲିସ, ପ୍ରଶାଶନ କୁ ଅବଗତ କରରାଇ ନ୍ୟାୟ ନମିଳିବାରୁ,ନ୍ୟାୟ ବ୍ୟବସ୍ଥା ଉପରୁ ଭରଷା ଉଠି ଯାଉଛି। ଆଉ ନ୍ୟାୟ […]

You May Like

Pin It on Pinterest