ଆଜିର ଖାସ୍ ଖବର

୧-ଆବାସ ଯୋଜନା ସ୍ୱଚ୍ଛତା ପାଇଁ ଖୋଲାଯିବ କଲ ସେଣ୍ଟର, ପ୍ରତ୍ୟକ୍ଷ ଭାବେ ଲୋକଙ୍କ ମତାମତ ନେବେ ସରକାର।

୨-ଜଗତସିଂହପୁର:କାର ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କାର ଗହଣା ଲୁଟ୍‌-କାର୍‌ ଚାବି ନେଇ ଗଲେ ଲୁଟେରା ।

୩-ସାରା ରାଜ୍ୟରେ ଦୀପାବଳି ଓ ବାଣଫୁଟା ପାଇ ଏପରି ନିଆଯାଇଛି ସୁରକ୍ଷା ପଦକ୍ଷେପ,ରାତି ୧୦ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ – ସରୁ ଗଳି ପାଇଁ ଏଥର ବାଇକ୍‌ରେ ନିଆଁଲିଭା ସ୍କାଡ।

୪-ଧନତେରସ ଗୋଟିଏ ଦିନରେ ବିକ୍ରି ହୋଇଛି ୩୦ ଟନ ସୁନା, ଗତବର୍ଷ ତୁଳନାରେ ୨୫ପ୍ରତିଶତ ବିକ୍ରି କମ୍।

୫-ଚାରି ତାରିଖ ଭିତରେ ବର୍ଷା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି।

୬-ଶ୍ରୀ ନଗରରେ ଗ୍ରେନେଡ ମାଡ଼,୬ଯବାନ ଆହତ।

୭-ପୁସ୍ତକ ‘ଚରୁ ଚୀବର ଓ ଚର୍ଯ୍ୟା’ ପାଇଁ ଶାରଳା ସମ୍ମାନ ପାଇଲେ ପ୍ରଦୀପ ଦାଶ।

୮-କଟକ:ବେଆଇନ ବାଣ ଗୋଦାମରେ ଚଢ଼ାଉ, ୫ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ।

୯-କିସ୍ ରେ ପାଠ ପଢ଼ିଲେ ଜଗା-କାଳିଆଙ୍କ ଦୁଇଭାଇ, ବାପା ଭୂୟାଁ କହଁରଙ୍କ ଅନୁରୋଧ ରଖିଲେ ଡକ୍ଟର ଅଚ୍ୟୁତ ସାମନ୍ତ।KISS ର ୧୮ ଜଣ ଛାତ୍ରଛାତ୍ରୀ ପାଇଲେ ଅଧ୍ୟାପକ ନିଯୁକ୍ତି।

୧୦-ଘର ବାହୁଡ଼ାର ସଙ୍କେତ ଦେଲେ ଦାମ ! କହିଲେ ନବୀନ ଅପରାଜେୟ।

ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ବାସ୍ତବ ଟିଭି ତରଫରୁ ଆପଣମାନଙ୍କୁ ଶୁଭେଚ୍ଛା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦୀପାବଳିରେ ହୋଇପାରେ ବର୍ଷା ଓ ବଜ୍ରପାତ-ପାଣିପାଗର ସତର୍କ ସୂଚନା

Sun Oct 27 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)- ଆଜି ରାତି ୮ଟା ରୁ ୯ଟା ଭିତରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହୋଇପାରେ। କେନ୍ଦ୍ରୀୟ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର […]

You May Like

Pin It on Pinterest