
ନନ୍ଦିନୀ ପ୍ରଧାନ(ସମ୍ବଲପୁର)ସମ୍ବଲପୁର ଠାରେ ଶିଶୁ ଯୈ।ଡ ଉତ୍ପିଡନ ମାମଳା ରୋକିବା ପାଇଁ କାଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ନେଇ ବିଶେଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜେଜେବି ସଭ୍ୟ ମାନଙ୍କୁ କିଭଳି ସେମାନଙ୍କ କାଯ୍ୟଦକ୍ଷତା ବୄଦ୍ଧି କରାଯିବ । ସେନେଇ ବିଶେଷ ଆଳୋଚନା କରାଯିବା ସହ ତାଲିମ ଦିଆଯାଇଥିଲା ।
ସମ୍ବଲପୁର ଜିଲ୍ଲାରେ ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯିବା ସହ ଶୁଶୁ ଯୈ।ନ ଉତ୍ପିଡନ ମାମଳା ଗୁଡିକୁ କିପରି ଭାବରେ ପରିଚାଳନା କରି ସମାଧାନ ବାହାର କରିବେ ସେନେଇ ଏହି ଶିବିର ରେ ତାଲିମ ଦିଆଯାଇଥିଲା । ଏହାସହ ଶିଶୁ ଙ୍କୁ ସୁରକ୍ଷା ଦେବା ଥିବା ବିଭିନ୍ନ ଆଇନ ଉପରେ ମଧ୍ୟ ସେମାନଙ୍କୁ ସଚେତନ କରାଯାଇଥିଲା । ଏହି ତାଲିମ ଶିବିର କୁ ଭୁବନେଶ୍ୱର ର ପିକକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁର ର ଆଦର୍ଶ ଓ world vision India ସହଯୋଗ ର ଅନୁଷ୍ଠିତ ହୋଇଥିଲା ।