ଦୀପାବଳିରେ ହୋଇପାରେ ବର୍ଷା ଓ ବଜ୍ରପାତ-ପାଣିପାଗର ସତର୍କ ସୂଚନା

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)- ଆଜି ରାତି ୮ଟା ରୁ ୯ଟା ଭିତରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହୋଇପାରେ। କେନ୍ଦ୍ରୀୟ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗଞ୍ଜାମ, ଗଜପତି, ରାୟଗଡ଼ା, ଅନୁଗୁଳ, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Oct 28 , 2019
୧-ଅଭିନବ ଢ଼ଙ୍ଗରେ ଦୀପାବଳି ପାଳିଲେ ପୋଲିସ ଅଧିକାରୀ, ଏସ୍‌ପିମାନେ ବିଭିନ୍ନ ଜିଲ୍ଲାର ବାଳାଶ୍ରମକୁ କରିଥିଲେ ଗସ୍ତ। ୨-ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ରହିବ ଶୁଖିଲା । ୩-ଏଣିକି ଜନ୍ମ ଓ ମୃତୁ୍ୟର ଇ-ପଞ୍ଜୀକରଣ କରିବ ସ୍ୱାସ୍ଥ୍ୟ ବିଭାଗ। ୪-ସୋର: ମଦ ନିଶାରେ ବାପ ଭାରସାମ୍ୟ ହରାଇବାରୁ ପାଞ୍ଚବର୍ଷର ପୁଅ ବ୍ରିଜରୁ ଖସି ନଦୀରେ ନିଖୋଜ: ରାଗରେ ଗ୍ରାମବାସୀ ମଦ ଦୋକାନ ଜାଳିଦେଲେ। ୫-ଉପହାର ସହ SOS […]

You May Like

Pin It on Pinterest