
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି,) ୨୩/୦୮/୨୦୨୧। ଆଙ୍କର-ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ପଂଚାୟତରେ ତାରିଣୀ ଛକରେ କାଉ ମଡ଼କ ଦେଖିବାକୁ ମିଳିଛି, ଅଧିକାଂଶ ସ୍ଥାନରେ କାଉ ଗୁଡିକ ମରି ପଡିବା ନେଇ ସ୍ଥାନୀୟ ବାସୀ ଧାମରା ପଶୁ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କରଛନ୍ତି l କାଉ ମାନେ କୌଣସି ବିଷାକ୍ତ ଖାଦ୍ୟ ଖାଇଵା ଫଳରେ ମୃତ୍ୟୁ ହେବା କିମ୍ବା ଭୁତାଣୁ ଜନିତ କାରଣ ପାଇଁ ତାଙ୍କର ମୃତ୍ୟୁ ହେଉଛି ବୋଲି ସ୍ଥାନୀୟ ବାସୀ ପ୍ରକାଶ କରଛନ୍ତି l
ଅଭିଯୋଗ ପାଇବା ପରେ ଧାମରା ପଶୁ ସମ୍ପଦ ଅଧିକାରୀ କାଉ ମାନଙ୍କର ରକ୍ତ ସଂଗ୍ରହ କରବା ରିପୋର୍ଟ ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପଠାଇଵା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।