ମାନବିକତାର ନିଛକ ଉଦାହରଣ ଖାକି’ର ଖୋଳପା ଭିତରେ ଦରଦି ମଣିଷ ସମିତା ମିଶ୍ର…

ଦେବାଶିଷ ମିଶ୍ର (କଟକ)ଏବେ ବି ବଞ୍ଚିଛି ମାନବିକତା, ପୋଲିସ୍ ର ବର୍ଦି ଲୋକଙ୍କ ମନରେ ଭୟ ସୃଷ୍ଟି କରେ । ସମସ୍ତଙ୍କ ମନରେ ଗୋଟିଏ ଭାବନା ପୋଲିସ୍ ବାଲାଙ୍କ ହୃଦୟ ନାହିଁ, ହେଲେ ସେ’ବି ମଣିଷ ସେ’ବି ଅନ୍ୟର ଦୁଃଖରେ ଲୁହ ଝରାନ୍ତି, ଅନେକ କୁହନ୍ତି ପୋଲିସ୍ ନେଇ ଶିଖିଛି ଦେଇ ଶିଖିନି । ପୋଲିସ୍ କୁ କିଏ କୋଉ ଦୃଷ୍ଟି ରେ ଦେଖୁଥିବା ବେଳେ ଭୁବନେଶ୍ଵର ଇନ୍ଫୋସିଟି ଥାନା IIC ସମିତା ମିଶ୍ର ।

ଅନ୍ୟ ଲାଞ୍ଚ ଖୋର ଅଫିସର ମାନଙ୍କୁ ଚେତେଇ ଦେଇଛନ୍ତି ଯେ ଖାକିକୁ ନେଇ ସାଧାରଣରେ ନଜରିଆ ବଦଳାଇବା ନିହାତି ଜରୁରୀ ।ସେ ଏକ ଦୃଷ୍ଟିହୀନ ଦମ୍ପତି ଙ୍କ ଦୃଷ୍ଟିହୀନ ଶିଶୁ କନ୍ୟାର କ୍ୟାନ୍ସର ଚିକିତ୍ସା ପାଇଁ ସାହାଯ୍ଯ ର ହାତ ବଢ଼ାଇ ୧୦ ହଜାର ଟଙ୍କା ଦେଇ,କମିଶନରେଟ୍ ପୋଲିସ୍ ର ଗାରିମା ବଢାଇଛନ୍ତି । ସେବାକୁ ଜୀବନର ବ୍ରତ କରିଥିବା ଦରଦି ହୂଦୟ ପୋଲିସ୍ ଖୋଳପା ଭିତରେ ଯେତେ କଠୋର ହେଲେବି ହୃଦୟବାନ୍ ର ପରିଚୟ ପାଇଁ, #badtabtv.in ପରିବାରର ଆନ୍ତରିକ ଶୁଭେଚ୍ଛା ।ଏହି ମହାନ କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରୁ ପ୍ରସଂଶା ର ଶୁଅ ଛୁଟିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାସ୍ତାକୁ ନେଇ ବ୍ଲକ୍ ଓ ଆରଡ଼ି ଭିତରେ ଛକାପଞ୍ଝା ଗାଁ ଲୋକେ ହନ୍ତସନ୍ତ....

Tue Aug 24 , 2021
ପ୍ରକାନ୍ତ କୁମାର ମିଶ୍ର (ବୁଗୁଡା)ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତ ମଧ୍ୟରେ ଥିବା ଠଣାପଲ୍ଲୀ ଛକଠାରୁ ଡାକରା ବାଡି ଛକ ପର୍ଯ୍ୟନ୍ତ ୫୦୦ ଶହ ମିଟର ପାଖାପାଖି ରାସ୍ତା କାହାର କାମ କରିବ କିଏ ? ଏ ନେଇ ଏବେ ବ୍ଳକ ଏବଂ ଆରଡି ମଧ୍ୟରେ ଲାଗିଛି ଛକାପଞ୍ଝା | ମରଣଯନ୍ତା ପାଲଟିଛି ରାସ୍ତା, ଯାହାଫଳରେ ରାତିପାହିଲେ ଏହି ରାସ୍ତାଦେଇ ଶହଶହ ଗାଡିମୋଟର ଓ ବହୁଲୋକେ ହନ୍ତସନ୍ତ ହେଉଛନ୍ତି […]

You May Like

Pin It on Pinterest