
ଦିପକ ସାହୁ(କଳାହାଣ୍ଡି) ଟିଙ୍ଗିପଦର ଠାରେ ଏକ ବାଘ ଛାଲ ଜବତ କଲେ କେଗାଁ ବନ ବିଭାଗ, ବିକ୍ରି କରୁଥିବା ଲୋକ ମଧ୍ୟ ପ୍ରଦେଶ ର ବୋଲି ଜଣାପଡିଛି।
କଳାହାଣ୍ଡି ଜିଲା ଉତ୍ତର ବନ ଖଣ୍ଡ ଅଧିନ କେଗାଁ ରେଞ୍ଜ୍ ଅଧିନ ଟିଙ୍ଗିପଦର ଠାରେ ଏକ ବାଘ ଛାଳ ଓ ବାଘ ନଖ କୁ ଜବତ କରିଛି କେଗାଁ ବନ ବିଭାଗ । ଟିଙ୍ଗିପଦର ଠାରେ ବିକ୍ରି କରୁଥିବା ବେଳେ କୌଣସି ଏକ ଖବର ମୁତାବକ ପାଇ କେଗାଁ ରେଞ୍ଜ୍ ବନ କର୍ମଚାରୀ ହଠାତ୍ ଚଢାଉ କରି ଜବତ କରିଛନ୍ତି । ବାଘ ଛାଲ ଓ ନଖ ଏବଂ ବିକ୍ରୟ କରୁଥିବା ବ୍ୟକ୍ତି ଙ୍କୁ ଗିରଫ କରି କେଗାଁ ରେଞ୍ଜ୍ କାର୍ଯ୍ୟାଳୟ ରେ ଅଧିକ ପଚରାଉଚୁରା ଜାରି ରଖିଛନ୍ତି ।