ଦିଲ୍ଲୀପ କୁମାର ପଣ୍ଡା(ଜଳେଶ୍ଵର) ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ଜଳେଶ୍ୱର ରେଳ ଷ୍ଟେସନ ରେ କାର୍ଯ୍ୟକାରୀ ରେଳ କର୍ମଚାରି ବାବୁଲାଲ ହେମରମଙ୍କର ଟ୍ରେନରେ କଟି ଆଜି ସକାଳେ ସମୟରେ ମୃତ୍ୟୁବରଣ ହୋଇଅଛି l ବାବୁଲାଲ ହେମ୍ରମ ସିନିଅର ସେକ୍ସନ ଇଞ୍ଜିନିୟର ସିଗନାଲ ବିଭାଗ, ଜଳେଶ୍ୱର ଷ୍ଟେସନରେ କାର୍ଯ୍ୟ କରୁଥିଲେ lମୃତ୍ୟୁ ର କାରଣ ଅସ୍ପଷ୍ଟ ।
Sat Aug 28 , 2021
ମାନସ ନାୟକ(କଟକ) କରୋନା ମହାମାରୀ ଜୀବନ ଜୀବିକା ବିପନ୍ନ କରିଦେଇଥିବା ବେଳେ,ଏବେବି ଜନମାନସ ଭୟର ବାତାବରଣ ଭିତରେ ଗତି କରୁଛନ୍ତି ।ପୁଣି କରୋନା ସାଙ୍ଗକୁ ଡେଙ୍ଗୁ ତା ରୂପ ଦେଖେଇବା ଆରମ୍ଭ କରିବାକୁ ବସିଲାଣି, ନା ସରକାରଙ୍କ ନିଦ ଭାଙ୍ଗୁଚି ନା କଟକ ମୁନିସିପାଲର । ଏହି ଡେଙ୍ଗୁ ମହାମାରୀରୁ ଜନସାଧାରଣଙ୍କୁ ସଚେତନ କରିବାପାଇଁ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀ ଙ୍କ ପରାମର୍ଶ କ୍ରମେ […]