ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ୍ ରେ ତାତିଲେ ବଣ୍ଡା ସଂପ୍ରଦାୟର ଯୁବକ…

ପ୍ରଭାତ ସାହା(ମାଲକାନଗିରି)ମାଲକାନଗିରି ଜିଲ୍ଲା ଖଇର ପୁଟ ବ୍ଲକ ବଣ୍ଡା ଘଟିର ମୁଦୁଲିପଡା ପଞ୍ଚାୟତ ରେ ଥିବା ବଣ୍ଡା,ଉନ୍ନୟନ ସଂସ୍ଥା,ଓ BDA ବଣ୍ଡା ଡେଭଲପମେଣ୍ଟ ଏଯେନ୍ସି କୁ ବଣ୍ଡା ଘାଟିର ଦୁଇଟି ପଂଚାୟତ ମୁଦୁଲିପଡା, ଅଣ୍ଡାହଲ ର ଶିକ୍ଷିତ ବେକାରୀ ଯୁବକ ମାନେ ଆଜି ତାଲା ପକାଇଦେଲେ।

ସେମାନଙ୍କ କହିବା କଥା ବଣ୍ଡା ଉନ୍ନୟନ ସଂସ୍ଥା ମାଧ୍ୟମରେ ବଣ୍ଡା ଯୁବକ ମାନଙ୍କ ପାଇଁ ବିଭିନ୍ନ ଚାକିରୀ ର ପୋଷ୍ଟ ବହାରିଥଲେ ମଧ୍ୟ ସେମାନେ ପାଇବାରୁ ବଞ୍ଚିତ ହେଉଛନ୍ତି।ତାହା ସ୍ଥାନୀୟ ଯୁବକ ମାନଙ୍କୁ ନ ଦେଇ ବାହାତ ପିଲା ମାନଙ୍କୁ ଦିଆଯାଉଛି।ଏଣୁ ଏହାର ପ୍ରତିବାଦରେ ସେମାନେ ଅଫିସ ଗୃହ କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖା ଯିବ ବଲି କହିଛନ୍ତି ।ଯେ ପର୍ଯ୍ୟନ୍ତ ତାଙ୍କ ପିଲା ଙ୍କୁ ରଖାନଜୀଵ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟ୍ରେନ୍ ରେ କଟି ରେଳ କର୍ମଚାରୀଙ୍କ ଜୀବନ ଗଲା...

Sat Aug 28 , 2021
ଦିଲ୍ଲୀପ କୁମାର ପଣ୍ଡା(ଜଳେଶ୍ଵର) ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ଜଳେଶ୍ୱର ରେଳ ଷ୍ଟେସନ ରେ କାର୍ଯ୍ୟକାରୀ ରେଳ କର୍ମଚାରି ବାବୁଲାଲ ହେମରମଙ୍କର ଟ୍ରେନରେ କଟି ଆଜି ସକାଳେ ସମୟରେ ମୃତ୍ୟୁବରଣ ହୋଇଅଛି l ବାବୁଲାଲ ହେମ୍ରମ ସିନିଅର ସେକ୍ସନ ଇଞ୍ଜିନିୟର ସିଗନାଲ ବିଭାଗ, ଜଳେଶ୍ୱର ଷ୍ଟେସନରେ କାର୍ଯ୍ୟ କରୁଥିଲେ lମୃତ୍ୟୁ ର କାରଣ ଅସ୍ପଷ୍ଟ । ସେୟାର କରନ୍ତୁ

You May Like

Pin It on Pinterest