
ଭଣ୍ଡାରିପୋଖରୀ- ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧା ମନ ଗର୍ ଛକ ବ୍ରିଜ ଉପରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରେ ନିଆଁ ଲାଗିଥିବା ବେଳେ ଭଣ୍ଡାରି ପୋଖରୀ ଅଗ୍ନିଶମ ବିଭାଗ ଆସି ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର କୁ ମେଡିକାଲ୍ ପଠାଇବା ସହ ଗାଡ଼ି କୁ ଏକ ବଡ଼ ଧରଣର ଦୁର୍ଘଟଣା ରୁ ଉଦ୍ଧାର କରିଥିଲେ ।ଏବଂ ସୂଚନା ଥାଉ କି ସେ ଗାଡ଼ିର ନିଆଁ ଲାଗିବା ର ତତ୍ କ୍ଷଣାତ ଦମକଳ କର୍ମଚାରୀ ପହଂଚି ନିଆଁ କୁ ଆୟତ୍ତ କରିନଥିଲେ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ଥାନ୍ତା । ଘଟଣା ବ୍ୟାଟେରୀ ରୁ ସର୍ଟ୍ ସର୍କିଟ ରୁ ନିଆଁ ଲାଗିଥିବା କଥା ଅଗ୍ନିଶମ ବିଭାଗର ରମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।



