ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ

ବବିତା ସାମଲ(ଭଦ୍ରକ) ଆଜି ରାଜ୍ୟ ବିଜେପି ସଂଖ୍ୟାଲଘୁ ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ରାଜ୍ୟ ସଭାପତି ଓ ଉପ ସଭାପତି ଏକ ପ୍ରେସମିଟ କରିବା ସହିତ ଭଦ୍ରକ ର ବହୁ ସଂଖ୍ୟାଲଘୁଙ୍କୁ ନେଇ ଏକ ବୈଠକ କରିଛନ୍ତି l ପ୍ରେସମିଟ ରେ ନବୀନ ସରକାର ଙ୍କ ଉପରେ ବର୍ଷିଲେଥିଲେ ରାଜ୍ୟ ସଭାପତି l

ପ୍ରଧାନମନ୍ତ୍ରୀ ସଂଖ୍ୟାଲଘୁଙ୍କ ପାଇଁ ବହୁ ଯୋଜନା ଓଡ଼ିଶା ରେ କାହିଁକି କାର୍ଯ୍ୟକାରି ହେଉନାହିଁ ବୋଲି ପ୍ରଶ୍ନ ର ଜବାବ ମାଗିଛନ୍ତି l ୱାକପ ବୋର୍ଡ଼ ଦୁର୍ନୀତି ଠାରୁ ତଲାକ ପୀଡ଼ିତା ଙ୍କ ଭତ୍ତା ପର୍ଯ୍ୟନ୍ତ, ଉର୍ଦୁ ଶିକ୍ଷା ଶିକ୍ଷକ ଙ୍କ ଅବହେଳିତ ସମସ୍ୟା ଉଠେଇଛନ୍ତି l ପ୍ରଧାନମନ୍ତ୍ରୀ ଙ୍କ ସବକା ସାଥ, ସବକା ବିଶ୍ୱାସ,15 ସୂତ୍ରୀ ଯୋଜନା ର କାର୍ଯ୍ୟକାରିତା ହେଉ ନ ଥିବା କହିଛନ୍ତି l ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଙ୍କ ପାଇ କେନ୍ଦ୍ର ଯୋଜନା ରୁ ସଂଖ୍ୟାଲଘୁ ଆଜି ଦୁରେଇ ରହିଛନ୍ତି l କାହିଁକି ନବୀନ ସରକାର ଯୋଜନା କାର୍ଯ୍ୟକାରୀ କରୁ ନାହାନ୍ତି, ତାର ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାସ୍ତା ଉପରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ...

Sun Aug 29 , 2021
ଭଣ୍ଡାରିପୋଖରୀ- ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧା ମନ ଗର୍ ଛକ ବ୍ରିଜ ଉପରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରେ ନିଆଁ ଲାଗିଥିବା ବେଳେ ଭଣ୍ଡାରି ପୋଖରୀ ଅଗ୍ନିଶମ ବିଭାଗ ଆସି ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର କୁ ମେଡିକାଲ୍ ପଠାଇବା ସହ ଗାଡ଼ି କୁ ଏକ ବଡ଼ ଧରଣର ଦୁର୍ଘଟଣା ରୁ ଉଦ୍ଧାର କରିଥିଲେ ।ଏବଂ ସୂଚନା ଥାଉ କି ସେ ଗାଡ଼ିର ନିଆଁ ଲାଗିବା ର ତତ୍ […]

You May Like

Pin It on Pinterest