ପୋଲିସ୍ ମହାନିର୍ଦ୍ଦେଶକ ଅଭୟଙ୍କ, କଳାହାଣ୍ଡି ପୋଲିସ୍ ପଦକ ଉତ୍ସବରେ ଯୋଗଦାନ…

ଦୀପକ ସାହୁ(କଳାହାଣ୍ଡି)ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ଉତ୍ସବରେ କୋଭିଡ ପାଇଁ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀ ଓ ପୋଲିସ ବାହିନୀ ରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଛି । ଦକ୍ଷିଣପଶ୍ଚିମାଚଳ ରେଞ ର ମୋଟ ୨୭ ଜଣଙ୍କୁ ସାମ୍ମାନିତ କରାଯାଇଛି।

ଡ୍ୟୂଟି ରେ ଥାଇ କରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ୪ ଜଣ କର୍ମଚାରୀ ଙ୍କୁ ଆର୍ଥିକ ସହାୟତା ସହ ପୋଲିସ ବାହିନୀ ରେ ଉଲ୍ଲେଖନୀୟ ସେବା ଯୋଗାଇଥିବା ମୋଟ ୨୩ ଜଣଙ୍କୁ ସମ୍ମାନିତ କରାଯାଇଛି। କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଓ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କୁଲେଷ୍କର ନୀତିନ ଙ୍କୁ ମାଓ କାର୍ଯ୍ୟକଳାପ ଓ କରୋନାକାଳ ଆଇନ ଶୃଙ୍ଖଳା ବ୍ୟବସ୍ଥା କୁ ସଫଳତା ସହ ପରିଚାଳନା ପାଇଁ ସମ୍ମାନିତ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ଭଦ୍ରକ କୋର୍ଟ ଗସ୍ତ...

Sun Aug 29 , 2021
ବବିତା ସାମଲ(ଭଦ୍ରକ)ଭଦ୍ରକ କୁ ଆଜି ଉଚ୍ଚନ୍ୟାୟାଳୟ ମୁଖ୍ୟବିଚାର ପତି ଏସ ମୁରଲୀଧର ଙ୍କ ଗସ୍ତ କରିଛନ୍ତି ,ଗତକାଲି ବାଲେଶ୍ୱର କୋର୍ଟ ପରିଦର୍ଶନ ପରେ ଆଜି ଭଦ୍ରକ ଜିଲ୍ଲା ରେ କୋର୍ଟ ପରିଦର୍ଶନ ଓ ଅଭିଲେଖ କକ୍ଷ ଯାଞ୍ଚ କରିଥିଲେ ମୁଖ୍ୟ ବିଚାରପତି ଏସ ମୁରଲୀଧର,ଏବେ ସମସ୍ତ ଜୁଡିସିଆଲ କୋର୍ଟରେ ରେ ଇ ଫାଇଲିଙ୍ଗ ସୁବିଧା ଉପଲବ୍ଧ ହେବ, ସେଥି ନିମନ୍ତେ ଓଡିଶା ହାଇ କୋର୍ଟ ମୁଖ୍ୟ ବିଚାରପତି ଶ୍ରୀ ଏସ […]

You May Like

Pin It on Pinterest