ଚାନ୍ଦବାଲି ଏନଏସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ…

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)୩୧-୮-୨୦୨୧-ଚାନ୍ଦବାଲି ଏନ ଏ ଏସିରେ ସ୍ଵାୟତ ଶାସନ ଦିବସ ପାଳିତ ହୋଇଯାଇଛି । ସ୍ଵାୟତ ଶାସନ ଦିବସରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼. ବ୍ୟମୋକେଶ ରାଏ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ରାମଚନ୍ଦ୍ର ପଣ୍ଡା ଏବଂ ଏନ ଏ ସି ଅଧିକାରୀ ଭାଗିରଥ ପ୍ରଧାନ ,ସାଂସଦ ଙ୍କ ପ୍ରତିନିଧି ଅଶୋକ ବଳ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ବିଜବର ରାଉତ, ଯୁବନେତା ପ୍ରିନ୍ସ ରାକେଶ ନାୟକ, ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଏନ ଏ ସି କାର୍ଯ୍ୟାଳୟରେ ପତାକା ଉତୋଳକ କରିବା ସହ ଏନ ଏ ସି କାର୍ଯ୍ୟାଳୟରେ ନୂତନ କନଫେରେନ୍ସ ହଲକୁ ଉଦ୍‌ଘାଟନ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୁଡୁମୁଲୁଗୁମ୍ମା ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ...

Tue Aug 31 , 2021
ପ୍ରଭାତ ସାହା(ମାଲକାନଗିରି)ତା:୩୧/୮/୨୧ ରିଖ,ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ଵଣ୍ଟନ କରିଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କୁଡୁମୁଲୁଗୁମ୍ମା ର ଭାରପ୍ରାପ୍ତ ତହସିଲଦାର ରାମଚନ୍ଦ୍ର ନାୟକ , ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ସାଧୁ ହନ୍ତାଳ, ସରପଞ୍ଚ ପହଲା ପାଙ୍ଗି, ପୂର୍ବତନ ସରପଞ୍ଚ ଗୋପୀ ପାଙ୍ଗି ପ୍ରମୁଖ ଯୋଗଦେଇ କାର୍ଡ ବଣ୍ଟନ […]

You May Like

Pin It on Pinterest