ଚାନ୍ଦବାଲି ତେନ୍ତୁଲିଡିହ ପଂଚାୟତର ବିଜେପି କର୍ମୀଙ୍କ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାା…


ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୮/୯- ଚାନ୍ଦବାଲି ତହସିଲ ଅଧନ ତେନ୍ତୁଲିଡ଼ିହ ଫଚାୟତରେ ବାତ୍ୟା ୟାସରେ କ୍ଷତିଗ୍ରସ୍ତ ହିତାଧିକାରୀ ଙ୍କ ତାଲିକାରେ ବ୍ୟାପକ ଭାବରେ ଅନିୟମିତା କରାଯାଇଛି ବୋଲି ଅଭିଯୋଗ ଆଣି ବିଜେପି ଦଳ ପକ୍ଷରୁ ତହିସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି । ତେନ୍ତୁଲିଡ଼ିହ ଫଚାୟତରେ ଘରଭଙ୍ଗା ତାଲିକାରେ ପ୍ରଶାସିନକ ଅଧିକାରୀ ବାସ୍ତବ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ନକରି କୋଠାଘର ଥିବା ଅଯୋଗ୍ୟ ବ୍ୟକ୍ତିଙ୍କୁ ଘରଭଙ୍ଗା ଅର୍ଥ ପ୍ରଦାନ କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି । ଏଥିନେଇ ବିଜେପିର ଏକ ପ୍ରତିନିଧି ଦଳ ଚାନ୍ଦବାଲି ତହସିଲଦାର ଙ୍କ ମଧ୍ୟମରେ ଜିଲ୍ଲାପାଳଙ୍କୁ ଓ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେଡି ବିଧାୟକ ପ୍ରଦୀପ ଅମାତ ବୌଦ୍ଧ ମାଟି ପ୍ରତି ଚରମ ଅବହେଳା କରିଛନ୍ତି...

Thu Sep 9 , 2021
ବାସ୍ତବବ୍ୟୁରୋ(ବୌଦ୍ଧ) ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ବିରୁଧ୍ୟରେ ଅଭିଯୋଗ ଆଣି କହିଛନ୍ତି କି,ଦୀର୍ଘ ବର୍ଷ ଧରି ବିଜେଡି ବିଧାୟକ ପ୍ରଦୀପ ଅମାତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ମଧ୍ୟ ନିଜର ମାଟି ପ୍ରତି ଚରମ ଅବହେଳା କରିଛନ୍ତି। ଲେଖାଶ୍ରୀ ସାମନ୍ତ ଦୁଇଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମଧ୍ୟ […]

You May Like

Pin It on Pinterest