ଚାନ୍ଦବାଲି ବିଜେପି ଦଳ ପକ୍ଷରୁ କୃଷକ ଓ ସୈନିକ ସମ୍ମାନ ଦିବସ…

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି)୧୮-୯- ଚାନ୍ଦବାଲି ବ୍ଲକରେ ବିଜେପି ଦଳ ପକ୍ଷରୁ ଭାରତର ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ କୃଷକ ଓ ସୈନିକ ଦିବସ ପାଳିତ ହୋଇଯାଇଛି । ଏହି ସେବା ସପ୍ତାହ ଅବସରରେ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଶୋକ ରାଉଳଙ୍କ ନେତୃତ୍ୱରେ ଚାନ୍ଦବାଲି ସୁରଜ ଗେଷ୍ଟ ହାଉସ ପରିସରରେ ଏକ କୃଷକ ଓ ସୈନିକ ସମ୍ମାନ ଦିବସ ପାଳନ ରରାଯାଇଥିଲା ।

ଏକ ଶହ ଚାଷୀଙ୍କ ସହ ୩୦ ଜଣ ଅବସରପ୍ରାପ୍ତ ସୈନିକ ମାନଙ୍କୁ କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ତଥା ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ଯୋଗଦେଇ କୃଷକ ସୈନିକ ମାନଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ନେତା କାହ୍ନୁ ଚରର ବେହେରାଙ୍କ ସମେତ କୃଷକ ମୋର୍ଚ୍ଚାର ଓ ବିଜେପି ଦଳର ବହୁ ଛାମୁଆ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାଲକାନଗିରି-ସଡକ ଦୁର୍ଘଟଣା ରେ ଜଣେ ମତ୍ୟୁ ୪ ଜଣ ଗୁରୁତର..

Sat Sep 18 , 2021
ମାଲକାନଗିରି-କାଲିମେଳା ବ୍ଲକ ର ମୋଟୁ ଥାନା ଅନ୍ତର୍ଗତ ଏମ ଭି ୮୮ ଗ୍ରାମ ନିକଟରେ ଆଜି ଅପରାହ୍ନ ସମୟରେ ହୋଇଥିବା ଏକ ସଡକ ଦୁର୍ଘଟଣା ରେ ଜଣେକ ର ମତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନଥିବା ବେଳେ ଆହତ ଚାରି ଜଣ ବ୍ୟକ୍ତି କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମ ଭି ୭୯ ମେଡିକାଲ କୁ […]

You May Like

Pin It on Pinterest