୧-ସ୍ୱର୍ଗଦ୍ୱାରର ବିକାଶ ପାଇଁ ଖର୍ଚ୍ଚ ହେବ ୫କୋଟି, ହଟିବ ବିଜୁ ବାବୁଙ୍କ ସମାଧି।
୨-ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମେଡିକାଲ ସମସ୍ୟା ସମ୍ପର୍କରେ କଲେ ଆଲୋଚନା।
୩-ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ୩ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା।
୪-ଏବେ ସବୁ ଆରଟିଓରୁ ମିଳିବ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ।
୫-ବାଲିଯାତ୍ରାକୁ ମିଳିଲା ସରକାରୀ ମାନ୍ୟତା, ରାଜ୍ୟସ୍ତରୀୟ ପର୍ବ ଭାବେ ହେବ ପାଳନ।
୬-ଓକିଲ ଆନ୍ଦୋଳନ ସ୍ଥଗିତ, ୪ରୁ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ।
୭-ଶୀତର ଆରମ୍ଭରେ ଚିଲିକାରେ ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଶୁଭିଲାଣି କୋଳାହଳ, ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୁରକ୍ଷା କଡ଼ାକଡି।
୮-କିସ୍ ପରିଦର୍ଶନରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ, ୨୫ ହଜାର ୫ଶହ ଛାତ୍ରଛାତ୍ରୀଙ୍କ ଗହଣରେ ବିତାଇଲେ ସମୟ।
୯-କିଟ୍ ନହ୍ନୀପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତା, ନଭେମ୍ବର ୩ରେ ଭୁବନେଶ୍ୱରରେ ଓଡ଼ିଶା ପାଇଁ ଆଞ୍ଚଳିକ ଅଡିସନ୍।



