ଖମ୍ବେଶ୍ୱରୀ ପାଲି ରୁ ଡୁଙ୍ଗୁରିପାଲି ରାସ୍ତା ସୋଚନିୟ…

ନମୋଗୁରୁ(ସୋନପୁର)ଗତ କିଛି ଦିନ ଧରି ଖମେଶ୍ୱରୀ ପାଳି ରୁ ଡୁଙ୍ଗରି ପାଳି ରାସ୍ତା ବେଶ ସଚୋନିଜ ହୋଇଛି, ରାସ୍ତା ର ଦୁଇ କୋଡ଼ ରେ ଥିବା ଡ୍ରେନ କୁ ଲୋକେ ପୋତି ଜବର ଦଖଲକରି ରଖି ଥିବା ବେଳେ ଘର ର ପାଣି ରୋଡ଼ ଉପରେ ବୋହି କେନାଲ ହେଉଛିତେବେ ଏ ହି ରୋଡ଼ ବହୁତ ଦିନ ରୁ ହେଵା କୁ ଥିବା ବେଳେ , ଏ ବେ ପର୍ଯନ୍ତ ହେଇନି |


କଲେଜ ରୁ ଆରମ୍ଭ କରି ବିଶିମୁଣ୍ଡା ରୋଡ଼ କୁ ସଂଯୋଗ କରୁ ଥିବା ଏ ହା ମୁଖ୍ୟ ରାସ୍ତା ହୋଇ ଥିବା ବେଳେ ସହ ସହ ଲୋକ ଏ ରାସ୍ତା ଦେଇ ଯା ଆସ କରୁ ଥିବା ବେଳେଖରା ଦୀନେ ମଧ୍ୟ୍ୟ ଆଣ୍ଠୁଏ ପାଣି ବୋହୁ ଥିବା ରୁ, ଲୋକେ ହନ୍ତ ସନ୍ତ ହେଉ ଛନ୍ତି, ତେବେ କଥା ହେଉଛି ଜେ ଏ ରାସ୍ତା ଦେଇ ପ୍ରଶାସନିକ ଅଧିକାରୀ ଠୁ ଆରମ୍ଭ କରି ରାଜ ନେତା ପର୍ଯନ୍ତ ଯିବା ଆସିବା କରୁଥିଲେ ମଧ୍ୟ୍ୟ କାହାରି ନଜର ଏ ରାସ୍ତା ଉପରେ ପଡୁନି କେମିତି, ନା ରାସ୍ତା ନ ହେଵା ପାଇଁ ରାଜନୀତି ଷଡଯନ୍ତ୍ର ତାହା ନେଇ ଲୋକ ଙ୍କ ମନ ରେ ପ୍ରଶ୍ନ ଉଠୁଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

'ଚମ୍ପି'ର ଏକାଦଶାହ ଯଦି ଚମ୍ପିକୁ ଭଲପାଥିଲେ ନିଶ୍ଚୟ ଆସିବେ...

Thu Sep 23 , 2021
ଭଦ୍ରକ(ବବିତା ସାମଲ)ସ୍ନେହ ମମତା ଆଉ ଆଦର ପାଇଁ ଏହି ଦୁନିଆରେ ସମସ୍ତେ ପାଗଳ |ଟିକିଏ ଭଲ ପାଇବାରେ ହିଁ ସମ୍ପର୍କ ମଧୁର ଆଉ ଦୀର୍ଘସ୍ଥାୟୀ ହୁଏ |ଏମତି ଏକ ସ୍ନେହ ଓ ମମତାର ଉଦାହରଣ ଆଜି ଭଦ୍ରକର ଚରମ୍ପା ବଜାରରେ ଦେଖାଇବୁ ମିଳିଛି | ଚମ୍ପିର ଏକାଦଶାହ କ୍ରିୟା, ଲୋକ ମାନେ ଶୁଦ୍ଧି ହୋଇଛନ୍ତି ଖାଇବା ପିଇବା ମଧ୍ୟ ଚାଲିଛି |ତେବେ କିଏ ଏହି ଚମ୍ପି କିଏ, କଣଚମ୍ପିର ପରିଚୟ […]

You May Like

Pin It on Pinterest