କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଢେପଗୁଡା ବିଟ ବେଡାଲଖମନ ଜଙ୍ଗଲରେ ହାତୀର ମୃତ ଦେହ ଉଦ୍ଧାର…

ଦୀପକ ସାହୁ(କଳାହାଣ୍ଡି)କଳାହାଣ୍ଡି-ଲାଞିଗଡ ଢେପଗୁଡା ବିଟ ବେଡାଲଖମନ ଜଙ୍ଗଲରେ ଜଙ୍ଗଲି ହାତୀର ମୃତ ଦେହ ଉଦ୍ଧାର। ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବ୍ଳକ ପୋଖରୀବନ୍ଦ ପଞ୍ଚାୟତ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଢେପଗୁଡା ବିଟର ମୁକୁନ୍ଦପୁର ଗାଁ ନିକଟରେ ଥିବା ବେଡାଲଖମନ ଜଙ୍ଗଲ ଠାରେ ଏକ ଜଙ୍ଗଲି ହାତୀର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି ।

କିଛି ମାସ ହେଲା ଜଙ୍ଗଲି ହାତୀପଲ ବ୍ଲକର ବିଭିନ୍ନ ଅଞ୍ଚଳରେ ବହୁ ଫସଲ ନଷ୍ଟ କରିବା ସହ ଘର ଦ୍ଵାର ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା। ଗତି ବିଧିକୁ ଅନୁଧ୍ୟାନ କରୁଥିବା ବେଳେ ହଠାତ ଏକ ଜଙ୍ଗଲି ହାତୀ ଢେପଗୁଡା ବିଟର ବେଡାଲଖମନ ଜଙ୍ଗଲରେ ମୃତ ଦେହ ପଡିଢିବା ଦେଖି ବାକୁ ମିଳିଛି।ଖବର ପାଇ ବିଶ୍ୱନାଥପୁର ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳେ ଯାଇ ତଦନ୍ତ କରିଥିବା ଜଣା ପଡ଼ିଛି।କେଉଁ କାରଣରୁ ହାତୀର ମୃତ୍ୟୁ ଘଟିଛି।ତାହା ସ୍ପଷ୍ଟ ହୋଇ ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଏନ୍ ଏସିରେ ବିକାଶ ମୂଳକ କାର୍ଯ୍ୟରେ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ...

Sat Sep 25 , 2021
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ଚାନ୍ଦବାଲି ଏନ ଏ ସି ରେ ଅଗଷ୍ଟ ୭ ରେ ନୋଟିସ ନଂ (୧୫୬୧)ରେ ୫ଟି କାର୍ଯ୍ୟାଦେଶ ପାଇଁ ମୋଟ ୩ କୋଟି ୯୩ ଟଙ୍କାର କାର୍ଯ୍ୟାଦେଶ ପ୍ରକାଶ ପାଇଥିଲା । ବିଡ଼ର ମାନେ ନିର୍ଦ୍ଧାରିତ ସମୟରେ ଆବେଦେନ କରିଥିଲେ । ଆବେଦେନ କରିଥିବା ସମସ୍ତ ବିଡ଼ର ମାନଙ୍କୁ ଭୁଲ କାଗଜ ପତ୍ର ଦର୍ଶାଇ ନାକଜ କରାଯିବା ସହ ଜଣେ ଭୁବେନେଶ୍ୱର ଅଂଚଳର ଠିକାଦାରଙ୍କୁ ଯାହାର […]

You May Like

Pin It on Pinterest