ଆଜିର ଖାସ୍ ଖବର

୧-ସର୍ବସାଧାରଣରେ ମଦ୍ୟପାନ ବେଳେ କମିଶନରେଟ ପୋଲିସର ଚଢାଉ, ୧୩୨ ମଦ୍ୟପଙ୍କ ନିକଟରୁ ୬୬ ହଜାର ଟଙ୍କା ଆଦାୟ।

୨-ପିଆଜ ଦର ଆକାଶଛୁଆଁ,୫୫ ଡେଇଁଲା।

୩-ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହେଲା ନ୍ୟାସନାଲ ଟ୍ରାଇଭାଲ ଫେଷ୍ଟିଭାଲ୍ ‘ଆଦି ମହୋତ୍ସବ’।

୪-କେନ୍ଦ୍ରାପଡ଼ା:କ୍ରେଡିଟ୍ କୋ. ସଭାପତିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୀଡିତା, ସେ ବିଜେଡି ଲୋକ ତେଣୁ ପୋଲିସ ଚାପରେ, ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି।

୫-କୋରାପୁଟ:ନକ୍ସଲ ମୁକ୍ତ ହେବ ସ୍ୱାଭିମାନ ଅଂଚଳ, ଜୋରଦାର କରାଯିବ ମାଓ ଅପରେସନ: ଡିଜିପି ବି.କେ ଶର୍ମା।

୬-ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଡିସେମ୍ବର ୩୧ରୁ ଜାନୁଆରୀ ୧୦ ଯାଏଁ ଅନୁଷ୍ଠିତ ହେବ ।

୭-ଭୁବନେଶ୍ୱର:ଡିସେମ୍ବର ୧୪ରୁ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍ ’ଫେଷ୍ଟିଭାଲ।

୮-ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ପୁରୁଷ ଓ ମହିଳା ହକି ଦଳ।

୯-ଭାରତ ନୂଆ ରାଜନୈତିକ ମ୍ୟାପ୍ ଜାରି, କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀରରେ pok, ଲଦ୍ଦାଖରେ ରହିଛି ଗିଲଗିତ ଓ ବାଲତିସ୍ତାନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁବନେଶ୍ୱରରେ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର

Sun Nov 3 , 2019
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) : ଶନିବାରଠାରୁ ସ୍ଥାନୀୟ ଜନତା ମଇଦାନରେ ‘କ୍ରେଡାଇ ଭୁବନେଶ୍ୱର ହୋମ୍‌ ଆଣ୍ଡ ଡେକୋର ଏବଂ ୧୬ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର’ ଆରମ୍ଭ ହୋଇଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଗା ଟ୍ରେଡ୍‌ ଫେୟାରକୁ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ୍‌, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ବିଭିନ୍ନ ରିୟଲ-ଇଷ୍ଟେଟ୍‌ ଡେଭଲପର୍ସ ସେମାନଙ୍କ […]

You May Like

Pin It on Pinterest