ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତ ବାଘନଟା ଗାଁରେ ସ୍ତ୍ରୀ କାଟିଲା ସ୍ୱାମୀ ର ଗୁପ୍ତାଙ୍ଗ….

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ଥାନା ଅଧିନ ବାଘନଟା ଗାଁରେ ଦେଖୁବକୁ ମିଳିଛି ଅଭାବନିୟ ଘଟଣା , ପାରିବାରିକ କଳିକୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୁଣ୍ଡ ଓ ଦାନ୍ତ ଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ ଦା ସାହାର୍ଯ୍ୟରେ ସ୍ବାମୀର ଗୁପ୍ତାଙ୍ଗକୁ କାଟିବା ସହ ବେକକୁ କାଟିଛି ।

ଗ୍ରାମବାସୀ ଖବର ପାଇ ଉଭୟ ସ୍ଵାମୀ ଓ ସ୍ତ୍ରୀ କୁ ଗରୁତ୍ବର ଅବସ୍ଥାରେ ୧୦୮ ଗାଡ଼ିରେ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏଥିନେଇ ଚାନ୍ଦବାଲି ଥାନା
ପକ୍ଷରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମେଡ଼ିକାଲ ରିପୋଟରୁ ସୂଚନା ମିଳିଛି ବାଘଟନା ଗାଁର ଦମ୍ପତି ହେଉଛନ୍ତି ଅମୂଲ୍ୟ ଜେନା ଓ ତାଙ୍କ ସ୍ତ୍ରୀ ସୁଲଚନା ଜେନା ବୋଲି ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଶୈଳେନ୍ଦ୍ର ନାରାୟଣ ଭଂଜଦେବ କଲେଜ ଛାତ୍ରୀ ଛାତ୍ରଙ୍କର ରାସ୍ତା ରୋକ୍....

Tue Sep 28 , 2021
ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଶୈଳେନ୍ଦ୍ର ନାରାୟଣ ଭଂଜ ଦେବ କଲେଜ ରେ ଲଘୁଚାପ ଜନିତ ବର୍ଷା ପାଣି ଜମି ରହିଛି |କଲେଜ ଗେଟ୍ ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସ୍ ପରିସରରେ ପ୍ରାୟ ତିନି ଫୁଟ ରୁ ଉର୍ଦ୍ଧ ପାଣି | ବର୍ତ୍ତମାନ ସୁଧା ସ୍ଥାୟୀ ସମାଧାନ ହୋଇପାରିନାହିଁ ବରଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶୈଳେନ୍ଦ୍ର ନାରାୟଣ ଭଂଜ ଦେବ କଲେଜ ର ଛାତ୍ର ଛାତ୍ରୀ […]

You May Like

Pin It on Pinterest