ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କର ୧୫୨ତମ ଜନ୍ମ ଜୟନ୍ତୀ ଉପଲକ୍ଷେ “ଗାନ୍ଧୀ ଦର୍ଶନ ଓ କଂଗ୍ରେସ ” ଆଲୋଚନା ଚକ୍ର…

ଆଶିଷ ନାୟକ(ରାଜକନିକା)ପବିତ୍ର ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କର ୧୫୨ତମ ଜନ୍ମ ଜୟନ୍ତୀ ଓ ପବିତ୍ର ପଣ୍ଡିତ ଲାଲ୍ ବାହାଦୂର ଶାସ୍ତ୍ରୀ ଙ୍କର ୧୧୭ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ଦର୍ଶନ ଓ କଂଗ୍ରେସ ” ଆଲୋଚନା ଚକ୍ର ଆୟୋଜିତ |

ଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ର ଅଶୋକ ବଜାର ସ୍ଥିତ ନୟନା ମଂଡପ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ରାଜକନିକା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ମଂଗୁଳି ଚରଣ ବେହେରା କଂ ସଭାପତିତ୍ୱରେ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ,samanit ଅତିଥି ଭାବେ ପର୍ଶୁରାମ୍ ରାଉତ ରାୟ, ମୁଖ୍ୟ ବକ୍ତା ଭାବରେ କାଳିପ୍ରସାଦ ନାୟକ, ଓଡିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଶ୍ରୀ ଯୁକ୍ତ ଧରଣୀଧର ନାୟକ,ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ |

ଏମାନଙ୍କ ସହ ଖରସ୍ରୋତା ସଂଗ୍ରାମ ସମିତି ର ସଭାପତି ଶ୍ରୀ ଯୁକ୍ତ ଦୁର୍ଯ୍ୟୋଧନ ମହାନ୍ତି, କେନ୍ଦ୍ରାପଡା ଜିଲ୍ଲାର ଯୁବ କଂଗ୍ରେସ ସଭାପତି ସତ୍ୟ ପ୍ରିୟ ସାମଲ, ପୂର୍ବତନ ରାଜକନିକା ବ୍ଲକ ଅଧକ୍ଷ ସୁବାଷ ଚନ୍ଦ୍ର ପରିଡା, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ କଂଗ୍ରେସ କମିଟି ର ସଭାପତି ଶ୍ରୀ ବାବୁ ରାମ୍ ଜେନା, ଯୁବ କଂଗ୍ରେସ ନେତା କ୍ଷୀରୋଦ କୁମାର ବେହୁରିଆ ଉକ୍ତ ମଂଚ ରେ ଯୋଗ ଦେଇଥିଲେ |

ଅନ୍ୟ ମାନଂକ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଦାଶ,ସତ୍ୟ ପରିଡା, ପ୍ରମୋଦ ପତି, ଉମେଶ ଚନ୍ଦ୍ର ପରିଡା, କୃତିବାସ ଦାସ, ରଂଜନ ସେଠୀ ପ୍ରମୁଖ ଶତାଧିକ କଂଗ୍ରେସ ଦଳୀୟ କର୍ମୀ ଉପସ୍ଥିତ ଥିଲେ ଏବଂ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଲାଲ୍ ବାହାଦୂର ଶାସ୍ତ୍ରୀ ଙ୍କର ଜୀବନ କାହାଣୀ ବର୍ଣ୍ଣନା କରିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ-ମାଧପୁର ପଂଚାୟତର ଦୁରାବସ୍ଥା, ଅଭିଶପ୍ତ ଜୀବନ ବିତାଉଛନ୍ତି ତିନୋଟି ଗାଁ'ର ଲୋକେ....

Sun Oct 3 , 2021
ଜଳ ସଂମ୍ପଦ ବିଭାଗର ଖେଳ….. ଲୋକଙ୍କ ପାଇଁ ହେଉଛି କାଳ ଅଭିଶପ୍ତ ଜୀବନ ବିତାଉଛନ୍ତି ମାଧପୁର ପଂଚାୟତର ୩ ଖଣ୍ଡ ଗାଁ ବାସୀ , ବର୍ଷା ଦିନ ୬ ମାସ ଯାଏ ଭୋଗିଥାନ୍ତି ଚରମ ଦୁଃଖ । ମୌଳିକ ସମସ୍ୟା କଥା ପଚାରେ କିଏ ? ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩ -୧୦-ଗାଁର ଗୋଟିଏ ପଟରେ ଘେରି ରହିଛି ସାଳନ୍ଦୀ ନଦୀର ଶାଖା ନଦୀ ନଟିଆ ଜୋର ଅନ୍ୟ ବର୍ତଚପାର୍ଶ୍ବରେ ଚାଷ […]

You May Like

Pin It on Pinterest