୧-ଅନୁଗୋଳ:ଓଡିଆ ଛାତ୍ର ଶୁଭ୍ରାଂଶୁଙ୍କ ‘ମାଭିକ୍’ ପ୍ରକଳ୍ପକୁ ପ୍ରଶଂସା କଲେ ନାସା ବୈଜ୍ଞାନିକ, ନାସା ସ୍ପେସ୍ ସେଟେଲେମେଣ୍ଟ ପ୍ରତିଯୋଗିତାରେ ଭାରତକୁ କରିବେ ପ୍ରତିନିଧିତ୍ବ।
୨-କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟିରେ ଯୈ।ନ ଶୋଷଣ ମାମଲା: ରାତ୍ରୀ ୧୧ଟାରେ ପ୍ରମୋଦ ସାହୁଙ୍କୁ ଉଠାଇ ନେଲା ପୁଲିସ।
୩-ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ପାଇଁ ୫ରେ ସବୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି ମହିଳା ମୋର୍ଚ୍ଚା।
୪-ଭୁବନେଶ୍ୱର:ଟଳମଳ ପିସିସି ସଭାପତି ଆସନ, ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ନାଁ ସୁପାରିଶ କରାଯିବ।
୫-ବାଲେଶ୍ଵର:ଓଡ଼ିଆ ପୁଅ ଶ୍ରୀତମ ପାଇଲେ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ।
୬-ରକ୍ଷଣାବେକ୍ଷଣା କାମ ପାଇଁ ଆଜି ୫ ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିବ।
୭-ମହାରାଷ୍ଟ୍ର ରାଜନୀତି: ଶିବସେନାକୁ ୧୭୫ ବିଧାୟକଙ୍କ ସମର୍ଥନ।
୮-୨୦୨୨ ସୁଦ୍ଧା ନିର୍ମାଣ ହେବ ନୂଆ ସଂସଦ ଭବନ। ଖର୍ଚ୍ଚ ହେବ ୧୨ ହଜାର କୋଟି। ପୁରାତନ ସଂସଦ ଭବନ ହେବ ସଂଗ୍ରହାଳୟ।
୯-ପ୍ରଥମ ଟି-୨୦ରେ ବାଂଲାଦେଶ ଠାରୁ ହାରିଲା ଭାରତ।
୧୦-ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ଆସନ୍ତା ୭ ତାରିଖରୁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ବାତ୍ୟାର ରୂପ ନେଇ ୧୦ରୁ୧୧ ତାରିଖ ମଧ୍ୟରେ କେନ୍ଦ୍ରାପଡ଼ାରେ ହେବ ମାଡ଼।
୧୧-ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀ ବିମାନବନ୍ଦର ଅଚଳ, ବଦଳିଲା ୩୨ ବିମାନଙ୍କ ମାର୍ଗ, ନଭେମ୍ବର ୫ ପର୍ଯ୍ୟନ୍ତ ସ୍କୁଲ ବନ୍ଦ।