୧-ଦୁର୍ନୀତି ଅଭିଯୋଗରେ ,୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ।୫ ଜଣଙ୍କ ପେନସନ ସ୍ଥାୟୀ ଭାବେ ବନ୍ଦ କରିବାକୁ ବି ନିର୍ଦ୍ଦେଶ ।
୨-କଟକ:DSP ସ୍ତରରେ ୫୦ ଅଧିକାରୀଙ୍କ ବଦଳି।
୩-IMDର ସୂଚନା ଅଧିକ ଘନୀଭୂତ ହେଲା ଲଘୁଚାପ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ଓ ସାମୁଦ୍ରିକ ଝଡର ରୂପ ନେବ।୮ରୁ ବର୍ଷା,ପବନ ସହିତ ସମୁଦ୍ର ଅଶାନ୍ତ ରହିବ।
୪-ଷାଣ୍ମାସିକ ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ୧୫ ଦିନ ମଧ୍ୟରେ ତଦନ୍ତ ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ।
୫-ପୁରୀ: ଛ ମାସ ଭିତରେ ଶେଷ ହେବ ସ୍ୱର୍ଗଦ୍ୱାର ନବକଳେବର କାର୍ଯ୍ୟ।
୬-ବ୍ରହ୍ମପୁର:ଯୌତୁକ ରାକ୍ଷସ ସାଜିଲା ସ୍ୱାମୀ, ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁକୁ ମାରିଦେଲା।
୭-ହାଇଦ୍ରାବାଦ:ଜମି ମାପଚୁପ ନ ହେବା କାରଣରୁ ଅଫିସ୍ ଭିତରେ ମହିଳା ତହସିଲ୍ଦାରଙ୍କୁ ଜୀବନ୍ତ ଜାଳି ଦେଲା ଯୁବକ।
୮-ବିହାର: ନୀତୀଶ ସରକାରଙ୍କ ବଡ ନିଷ୍ପତ୍ତି, 15 ବର୍ଷର ପୁରୁଣା ଗାଡି ବ୍ୟାନ।
୯-ସୁରତ:ଓଡ଼ିଆ ପୁଅ ସୁରଜ୍ ସେଠୀର ମହତ ଦାନ ; ମରି ବି ସେ ଅମର।କେବଳ ହୃତ୍ପିଣ୍ଡ ନୁହେଁ, ଆଖି, କିଡ୍ନୀ, ଲିଭର୍ ଆଦି ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେଲେ।