ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଆନୁକୁଲ୍ୟରେ ଭୈରବ ମନ୍ଦିର ପ୍ରାଙ୍ଗଣରେ ବିଶ୍ରାମ ଗୃହ ଉଦ୍ଘାଟନ…

ପ୍ରଭାତ ସାହା(ମାଲକାନଗିରି)-ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଆନୁକୁଲ୍ୟରେ ମାଲକାନଗିରି ଭୈରବ ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମିତ ବିଶ୍ରାମ ଗୃହ ମାନ୍ୟବର ମାଲକାନଗିରି ପୂର୍ବତନ ବିଧାୟକ ତଥା ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି ।

ଏହି ଶୁଭ ଉଦ୍ଘାଟନ ଅବସରରେ ଉପସ୍ଥିତ ଥିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ , ମାଲକାନଗିରି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ |ସଭା ପରିଚାଳନା କରିଥିଲେ ବରିଷ୍ଠ ଆଇନଜୀବୀ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା |

ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷା ରାଜବନ୍ତ କୌର ,ମହିଳା ନେତ୍ରୀ ତଥା ମା ଘର ସଭାନେତ୍ରୀ ପ୍ରସାନ୍ତୀଲତା ବିଶୋଇ ,କିଶର ପ୍ରଧାନ ,ସରୋଜ ଦାସ ,ବିଜେଡି ନେତା ସତ୍ୟ ପାଣିଗ୍ରାହୀ ,ଉମା ଶଙ୍କର ସାହୁ ,ଡାନିଆଲ ପୋଟଲା ,ଲମ୍ବଧର ତୁରୁକ , ଯୁବ ନେତା ସର୍ବ ବିଶୋଇ ,ନଗର ସଭାପତି ଡି .ନାଗା ,ସମାଜ ସେବୀ ଚିଟି ବାବୁ ,ସତ୍ୟ ସ୍ୱାଇଁ ,ଏମ୍ ଵାଲା ,ବିନୋଦ ଟାଉରୀ , ମହିଳା ନେତ୍ରୀ ଦୁଲାଲି ଥଣ୍ଡର ,ଭରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ସମାଜସେବୀ କେସୁ ରାଓ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Thu Oct 7 , 2021
ବାସ୍ତବବ୍ୟୁରୋ(ବ୍ରହ୍ମପୁର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ । ଗତ ବର୍ଷ ଆଡ୍‌ମିଶନ ସମୟରେ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ୍ ଫିସ୍ ସହ ୭୮୫୦ ଟଙ୍କା ବିଶ୍ଵବିଦ୍ୟାଳୟ ଆଦାୟ କରିଥିଲେ । ହେଲେ କରୋନାକାଳରେ,ଦୁଇ ମାସ ଛାତ୍ରଛାତ୍ରୀ ହଷ୍ଟେଲରେ ରହିଥିଲେ । ଚଳିତ ଶିକ୍ଷାବର୍ଷରେ ସମାନ ପରିମାଣର ଫିସ୍ ପୈଠ କରିବାକୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବାରୁ, ଏହି ନିଷ୍ପତ୍ତିକୁ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ବିରୋଧ କରି […]

You May Like

Pin It on Pinterest