
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୯/୧୦/- ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅଧୁନ ମୌସୁଧା ଫଚାୟତ ଜୁରୁନ୍ଦା ଗାଁରେ ଘଟିଛି ଏକ ଅଘଟଣ , ୨ ବର୍ଷର ଶିଶୁଟି ଖେଳୁଥିବା ସମୟରେ ନିକଟରେ ଥିବା ଏକ ପୋଖରୀ ମଧ୍ୟରେ ବୁଡ଼ି ଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ପୋଖରୀ ମଧ୍ୟରୁ ପରିବାର ଲୋକ ଶିଶୁ ଟିକୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଥିନେଇ ବ୍ୟଶଡ଼ା ଥାନାରେ ଅଭିଯୋଗ ପରେ ବ୍ୟଶଡ଼ା ପୋଲିସ ଶବ ଜବଦ କାରିବା ଶହ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ପଠାଇଛି ।



