
ଡେରାବିଶ (ଜୟନ୍ତ ଶତପଥୀ) ୯/୧୦-ଆଜୀ ଡେରାବିଶ ବ୍ଲକ କୁରୁଜଙ୍ଗା ପଂଚାୟତ ରେ ଆଦର୍ଶ ବିଦ୍ୟାଳୟ ଉଦଘାଟନ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ ମୁଖ୍ୟ ଅତିଥି ଓ ବିଧାୟିକାଙ୍କ ସୁପୁତ୍ର ରାଜ୍ୟ ବିଯୁଜନତା ଦଳ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାଯ୍ୟ କୁରୁଜାଙ୍ଗ ସରପଞ୍ଚ ଚନ୍ଦ୍ରକାନ୍ତ ପ୍ରଧାନ, ଭବାନୀ ଓଝା, ଉମାକାନ୍ତ ନାୟକ, ଯୋଗାନନ୍ଦ ମହାନ୍ତି, ଚାନ୍ଦୋଳ ପଂଚାୟତ ସଭାପତି ଦେବରାଜ ମହାପାତ୍ର ଓ ଅନେକ କର୍ମୀସହ, ସ୍ଥାନୀୟ ବୁଦ୍ଧିଜୀବୀ ଓ ପଞ୍ଚାୟତ ବାସୀ ଯୋଗ ଦାନ କରିଥିଲେ ।