ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ଫଚାୟତ ପଛପଡ଼ା ଗାଁର ୨୦ ପରିବାର ବିଜେଡ଼ି ବିଜେଡିରେ ମିଶିଲେ …


ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୦/୧୦-ଚାନ୍ଦବାଲି ଏନ ଏସିରେ ବିଧାୟକଙ୍କ ବାସଭାବନ ପରିସରରେ ବିଜେଡ଼ି ଦଳରଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ନାଲଗୁଣ୍ଡା ଫଚାୟତର ୨୦ ପରିବାର ବିଧାୟକ ଡ଼ ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ନେତା ଟୁନା ଦାସଙ୍କ ନେତୃତ୍ବରେ ବିଜେଡ଼ି ଦଳରେ ବିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏନେଇ ବିଧାୟକ ଶ୍ରୀ ରାଏ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି । ଏହି ମିଶ୍ରଶ ପର୍ବରେ ବ୍ଲକ ଯୁବ ନେତା ପ୍ରିନ୍ନ ରାକେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ମାଣିକଘୋଷ ବଜାରସ୍ଥ ମାରୱାଡି କ୍ଲବରେ ୨୧ ନମ୍ବର ୱାର୍ଡ଼ ର ବିଜେଡିର କାର୍ଯ୍ୟ କାରିଣୀ ବୈଠକ...

Sun Oct 10 , 2021
ଦେବାଶିଷ ମିଶ୍ର(କଟକ)ଆଜି କଟକର ସ୍ଥାନୀୟ ମାଣିକଘୋଷ ବଜାରସ୍ଥିତ ମାରଓ୍ବାଡି କ୍ଲବ ପରିସରରେ ସମସ୍ତ କୋଭିଡ୍ କଟକଣାକୁ ମାନି କଟକ ମହାନଗର ନିଗମର ୨୧ ନମ୍ବର ଓ୍ଯାର୍ଡ ବିଜୁ ଜନତା ଦଳର କାର୍ଯ୍ଯକାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ବରିଷ୍ଠ ବିଜେଡି ନେତା ତଥା କଟକ ମହାନଗର ନିଗମ ର ପୂର୍ବତନ ଡେପୁଟି ମେୟର ଶ୍ରୀ ମଧୁସୂଦନ ସାହୁଂକ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ଅତିଥିମାନଙ୍କ ମଧ୍ଯରେ […]

You May Like

Pin It on Pinterest