ଆଜିର ଖାସ୍ ଖବର

୧-2020ରେ ଘରୋଇ କର୍ମଚାରୀଙ୍କ ଦରମାରେ ହାରାହାରି 10 ପ୍ରତିଶତ ବୃଦ୍ଧି ହେବ।

୨-କଟକ ଏସ୍‌ସିବି ହେବ ଏମ୍ସ ପ୍ଲସ ହସ୍‌ପିଟାଲ୍‌, ଶଯ୍ୟା ସଂଖ୍ୟା ୩ହଜାରକୁ ବୃଦ୍ଧି, ଏକ ହଜାର କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର।

୩-ଦୁର୍ବଳ ହେବ ଭୀଷଣ ସାମୁଦ୍ରିକ ଝଡ ବୁଲ୍‌ବୁଲ୍‌ , ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ର ମଧ୍ୟରେ ନେବ ଅତି ଭୀଷଣ ଘୂର୍ଣ୍ଣିଝଡର ରୂପ।

୪-ଓଡ଼ିଶାରେ ‘ଠିକାରେ ଚାଷ’କୁ ମିଳିବ ଆଇନଗତ ମାନ୍ୟତା, ଆସିବ ବିଲ୍।

୫-ଝାରସୁଗୁଡ଼ା:ଜଙ୍ଗଲ ରାସ୍ତାରେ ପୁଲିସ ଓ ଅପରାଧୀ ମୁହାଁମୁହିଁ; ଏନ୍‌କାଉଣ୍ଟର୍‌ରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ।

୬-ସହରାଞ୍ଚଳରେ ସମସ୍ତ ଗରିବଙ୍କୁ ମିଳିବ ଘର! ମାର୍ଚ୍ଚ ସୁଦ୍ଧା ୫ଲକ୍ଷ ପରିବାରକୁ ଜଳ ସଂଯୋଗ।

୭-ଟିକେଟ୍‌ କରି ମୋ ବସ୍‌ରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଅନେକ ଯାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍‌ଫି ନେଲେ।

୮-ଗୃହ ନିର୍ମାଣ କ୍ଷେତ୍ରକୁ ମୋଦୀ ସରକାରଙ୍କ ବଡ଼ ଆଶ୍ଵସ୍ତି, ମିଳିବ ୨୫ ହଜାର କୋଟି।

୯-ବାତ୍ୟା ନଜରରୁ ହଟିଲା ଓଡ଼ିଶା ! ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ମୁହାଁଇଲା ସାମୁଦ୍ରିକ ଝଡ଼ ‘ବୁଲବୁଲ’।

୧୦-ରାଜ୍ୟ କଂଗ୍ରେସ ଦୁଇଫାଳ ! ଜୋର ଧରିଛି ନିରଞ୍ଜନ ହଟାଅ ଦାବି।

୧୧-ଅଯୋଧ୍ୟା ପାଇଁ ଚିନ୍ତା: ରାୟ ଆସିବା ପୂର୍ବରୁ ଲୋକେ ଭୟଭୀତ, ପ୍ରଶାସନ ଆଲର୍ଟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ୱତନ୍ତ୍ର ଟ୍ରେନ ସେବାରେ ପ୍ରତି ଯାତ୍ରୀମାନଙ୍କ ଆଗ୍ରହ

Thu Nov 7 , 2019
■ ପୁରୀ-ଅମୃତସର ସ୍ୱତନ୍ତ୍ର ଟ୍ରେନରେ ପୂର୍ଣ୍ଣ ମାତ୍ରାରେ ବର୍ଥ ସଂରକ୍ଷଣ ■ ପ୍ରତୀକ୍ଷା ସୂଚୀ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନରେ କନଫର୍ମ ଟିକେଟ ପାଇପାରିବେ ପୂଜା ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ମାତ୍ରାଧିକ ଯାତ୍ରୀଭିଡ଼କୁ ଉପଲବ୍ଧକରି ପୂର୍ବତଟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ବ୍ୟବସ୍ଥା କରାଯାଇଅଛି ଯାହା ଫଳରେ ଯାତ୍ରୀମାନେ କୌଣସି ଅସୁବିଧାର ସାମ୍ନା ନକରି ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଁଚିପାରୁଛନ୍ତି I […]

You May Like

Pin It on Pinterest