ହନୁମାନ ପଇସା ପାଇଁ ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ୨୦/୧୦-ଚାନ୍ଦବାଲି ବ୍ଲକ ବିଜୟନଗର ପଂଚାୟତ ମଧୁପୁର ଗାଁରେ ହନୁମାନ ପଇସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ, ଅପହରଣ ପରେ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଦାବୀ କରିଥିଲେ ଅଭିଯୁକ୍ତ l ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତ ଗିରଫ ସହ ଗୋଟିଏ କାର ଜବତ l

ହନୁମାନ ପଇସା କୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ ପରେ ୫ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଘଟଣା ଚାନ୍ଦବାଲି ପୋଲିସ ପାଇଁ ଥିଲା ଚ୍ୟାଲେଞ୍ଜ ର ଘଟଣା l

ଚାନ୍ଦବାଲି ପୋଲିସ ଓ ମତୋ ଫାଣ୍ଡି ପୋଲିସ ଦିଗଛିଆ, ଉଗ୍ରତରା ଓ ମତୋ ଅଂଚଳରୁ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅପହୃତ ହୋଇଥିବା ବ୍ୟକ୍ତି ପୋଲିସ ଉଦ୍ଧାର କରିଛି l ଏହି ଅପ ହରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଜେଡି ନେତାଙ୍କ ପୁଅ ଶ୍ରୀକାନ୍ତ ମଲ୍ଲିକଙ୍କୁ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି l ତେବେ ହନୁମାନ ପଇସା କରବାର ଲିଙ୍କ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରୀ ରଖିଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହଁ,ମୁଁ ମମିତା ମେହେରକୁ ମର୍ଡର କରିଛି,ମୁଁ ହିଁ ମମିତାର ହତ୍ୟାକାରୀ...

Wed Oct 20 , 2021
ବଲାଙ୍ଗିର(ବିମଲ ଯୋଷୀ): “ହଁ, ମୁଁ ମମିତା ମେହେରକୁ ମର୍ଡର କରିଛି। ମୁଁ ହିଁ ମମିତାର ହତ୍ୟାକାରୀ ।ଗତ ୧୨ ଦିନ ଧରି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାକୁ ନେଇ ଚାଲିଥିବା ତୁମ୍ଭି ତୋଫାନର ଏକ ପ୍ରକାର ଯବନିକା ପଡ଼ିଛି ।ଏହା ପୂର୍ବରୁ ପୁଲିସ୍‌ କବଜାରେ ୪ ଦିନ ରହି ପାଟି ଫିଟାଉ ନ ଥିବା ଗୋବିନ୍ଦ ହଠାତ୍‌ ସବୁ ସତ ବଖାଣିବାର ରହସ୍ୟ କିଛି ବୁଝା ପାରୁ ନାହାନ୍ତି […]

You May Like

Pin It on Pinterest