ଚାନ୍ଦବାଲିରେ ମମିତା ମେହର ହତ୍ୟାକାଣ୍ଡର ତାତି CPI ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୨/୧୦-ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ଚାନ୍ଦବାଲିରେ ଆଜି ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଶହ ଏକ ଶୋଭାଯାତ୍ରା କରାଯାଇଛି । ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ସିପିଆଇ ପକ୍ଷରୁ ଏକ ପ୍ରତିବାଦ ସଭାସହ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ୧୨ ଦଫା ଦାବୀ ପତ୍ର ପ୍ରେରଣ କରାଯାଇଛି ।

କଳାହାଣ୍ଡି ଜିଲ୍ଲାର ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମତା ମେହର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋବିନ୍ଦସାହୁଙ୍କ ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ସପୃକ୍ତି ଥିବାରୁ ତାଙ୍କୁ ବହିସ୍କାର ପାଇଁ ଦାବୀ କରିଛି ସିପିଆଇ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପି କର୍ମୀଙ୍କୁ ମାଡ଼ମାରିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ...

Fri Oct 22 , 2021
ଭଦ୍ରକ(ବବିତା ସାମଲ) ୨୨।୧୦-ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ।ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ, ବିଜେପି କର୍ମୀଙ୍କୁ ମାଡ଼ ମାରିବା ଘଟଣାକୁ ପାଇଁ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଶୋଭାଯାତ୍ରା ।ବିଜେପି କର୍ମୀମାନେ ବିଭିନ୍ନ ଲାରା ଦେଇ ସହର ପରିକ୍ରମା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଖବର ଅନୁଯାଇ, ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଯାଇଥିବା ବେଳେ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର କେତେକ ନେତା ଓ କର୍ମୀ ବ୍ୟାରିକେଡ଼ […]

You May Like

Pin It on Pinterest