ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ ଥାନା ଘେରାଉ…

ଦୀପକ କୁମାର ସାହୁ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷl ମମିତା ମେହେର ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରପ ଦାବିରେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ ଆଜି ଲାଞ୍ଜିଗଡ଼ ଥାନା ଘେରାଉ କରିଛନ୍ତି । ବ୍ଲକ ସଭାପତି ଭାଗିରଥି ମାଝୀ ଙ୍କ ନେତୃତ୍ୱରେ କର୍ମୀମାନେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧ ରେ ନାରାବାଜି କରି ଏକ ଶୋଭାଯାତ୍ରାରେ ବାହାରି ଲାଞ୍ଜିଗଡ଼ ସହର ପରିକ୍ରମା କରିଥିଲେ ।

ମନ୍ତ୍ରୀଙ୍କ ବହିଷ୍କାର କରିବା ଓ ଗିରଫ ଦାବି ନେଇ ବିଜେପି କର୍ମି ମାନେ ଘେରାଉ କରିଛନ୍ତି । ଏହି ଘଟଣାରେ ମନ୍ତ୍ରୀ ମିଶ୍ରଙ୍କ ସଂପୃକ୍ତ ରହିଥିବାରୁ ତଦନ୍ତ ପ୍ରଭାବିତ ହେବା ସମ୍ଭାବନା ରହିଛି l ତେଣୁ ନୈତିକତା ଦୃଷ୍ଟି ରୁ ସେ ଇସ୍ତଫା ଦିଅନ୍ତୁ ନଚେତ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ବିଜେପି କର୍ମୀ ମାନେ ଦାବି କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜୟନ୍ତୀ ଉପଲକ୍ଷେ ଏମ୍ ଭି୭୯-୭୬ ବିଏନ୍ ବିଏସଏଫ ତରଫରୁ ଏକତା ପାଇଁ ଦୌଡ଼ କାର୍ଯ୍ୟ କ୍ରମ...

Sun Oct 31 , 2021
ପ୍ରଭାତ ସାହା(ମାଲକାନଗିର):ଦେଶର ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି (ଏକତା ପାଇଁ ଦୌଡ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭୯ ଠାରେ ଥିବା ୭୬ ବିଏନ୍ ବିଏସଏଫ ର ଶ୍ରୀ ଅନିଲ କୁମାର ଗୁଲେରିଆ.(second in command)off g commandant ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଯେଉଁ […]

You May Like

Pin It on Pinterest