ଆଖଣ୍ଡଳମଣି ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଭାଙ୍ଗିଲେ ଦୁର୍ବୁତ…

  • ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଆଶଙ୍କା,
  • ଛାଡିଯାଇଛନ୍ତି ଗ୍ଯାସ ସିଲିଣ୍ଡର ଓ କଟରମେସିନ ।

ଦେବକାନ୍ତ ମହାନ୍ତି, ଚାନ୍ଦବାଲି, ୩୧\୧୦\୨୧ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବତ ଆଖଣ୍ଡଳମଣିପୀଠ ପ୍ରବେଶପଥ ନିକଟରେ ଥିବା ଷ୍ଟେଟବ୍ଯାଙ୍କ ଏଟିଏମକୁ ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଆଶଙ୍କା କରାଯାଉଛି। ଆଜି ରବିବାର ବ୍ଯାଙ୍କ ଛୁଟି ରହିଥିବା ସୁଯୋଗରେ ଗତକାଲି କେହି ଦୁର୍ବୁତ ଏପରି କାର୍ଯ୍ଯ କରିଥିବା ସ୍ଥାନୀୟ ଲୋକ କହିଛନ୍ତି।

ତାହାସହ ବ୍ଯାଙ୍କ ସମୁଖରେ ଥିବା ୨ଟି ସିସିକ୍ଯାମେରା ସହ ଆଲାରାମକୁ ଭାଙ୍ଗି ଦେଇଛନ୍ତି ଦୁର୍ବତମାନେ। ଏପରେକି ଗ୍ଯାସ ସିଲିଣ୍ଡର ଓ କଟର ଦ୍ବାରା ଏଟିଏମ ମେସିନକୁ ତାଡିବା ସହ ଏଟିଏମ ଗୃହରେ ଲାଗିଥିବା ଆସବାପତ୍ର ଗୁଡିକୁ ଭାଙ୍ଗି ଦେଇଛନ୍ତି। ହେଲେ ଦୁର୍ବତମାନେ ଏଟିଏମ ମେସିନରୁ ଟଙ୍କା ନେଇଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣା ପଡିବ ବୋଲି ଫୋନ ଯୋଗେ ଜଣାଇଛନ୍ତି ଶାଖା ପରିଚାଳକ। ଏପରିକି ଦୁର୍ବୁତମାନେ ଗୋଟିଏ ଗ୍ଯାସ ସିଲିଣ୍ଡର ଓ କଟରମ୍ଯାସିନ ଛାଡିଯାଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡାକ୍ତର ହେମାଙ୍ଗିନୀ ମେହେରଙ୍କ ଆଶାକର୍ମୀ ଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ମେଳି ହେଲେ କଳାହାଣ୍ଡି ଜିଲ୍ଲା ଆଶାକର୍ମୀ...

Mon Nov 1 , 2021
ଦୀପକ ସାହୁ(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା -ଥୁଆମୂଳ ରାମପୁର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଆଶାକର୍ମୀ ମାନଙ୍କ ଦ୍ୱାରା ସ୍ଥାନୀୟ ଖଣ୍ଡୁଆଲ ବାବା ଖେଳ ପଡ଼ିଆ ଠାରେ,ଡାକ୍ତର ହେମାଙ୍ଗିନୀ ମେହେରଙ୍କ ଆଶାକର୍ମୀ ଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଆଶା ସଙ୍ଘ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସୂଚନା ମୁତାବକ,ଗତ ୨୯.୦୯.୨୦୨୧ ତାରିଖ ଦିନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବଣ୍ଡାବାଗ ଗ୍ରାମର ଆଶା ଦିଦି ସଂଗୀତ ନାଏକ, ଗର୍ଭବତୀ ମାଁ […]

You May Like

Pin It on Pinterest