କରୋନା ପାଇଁ ଫିକା ଫିକା ଭଦ୍ରକର ପ୍ରସିଦ୍ଧ କାଳୀପୂଜା…

ବବିତା ସାମଲ(ଭଦ୍ରକ):ଦୀପାବଳି ଆସିଲେ ମନ ନାଚି ଯାଏ ଭଦ୍ରକର କାଳୀପୂଜା ପାଇଁ,ଉତ୍ସବ ମୁଖର ହୋଇଉଠେ ଭଦ୍ରକର ପୁରପଲ୍ଲୀ, କାହିଁକିନା ଭଦ୍ରକ କାଳୀପୂଜା ହେଉଛି ଓଡିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା,କିନ୍ତୁ ବିଧିର ବିଧାନ କେଡେ ଯେ ବିଚିତ୍ର ତାହା କହିବା ବାହୁଲ୍ୟ ମାତ୍ର |

ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନାର ପ୍ରଭାବରେ ଓଡ଼ିଶାର ସମସ୍ତ ପର୍ବପର୍ବାଣି ଫିକା ପଡିଛି ଆଉ ସେଥିରୁ ବାଦ ପଡିନି ଭଦ୍ରକର କାଳୀପୂଜା |ଏବର୍ଷ ଭିଡ କୁ ଆଖିଆଗରେ ରଖି ପ୍ରଶାସନିକ କୋଭିଡ କଟକଣା ମାନି କେବଳ ସାତ ଜଣରେ ମାଙ୍କ ପୂଜା ପାଇଁ କମିଟି ନିଷ୍ପତ୍ତି ନେଇଛି |,କେବଳ ପାଖରେ ଥିବା ଭକ୍ତ ମାନେ ଆସି ମାଙ୍କୁ ଦର୍ଶନ କରୁଛନ୍ତି ପୁଣି କୋଭିଡ ନିୟମ ଅନୁସରଣ କରି |ଭଦ୍ରକର ହେଉଥିବା କାଳୀପୂଜା ସ୍କୁଲ ରୋଡ଼, ପଥରଆଡ଼ି,ଡଗରାସାହି,ଵା ଭଦ୍ରକର ଆରାଧ୍ୟ ଦେବି ମା ଭଦ୍ରକାଳୀ ସବୁଠି ଗତକାଲି ଠୁ ଚାଲିଛି ସମସ୍ତ ରୀତି ନୀତିରେ ମାଙ୍କ ପୂଜା….


.

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଗ୍ନି ବିପନ୍ନଙ୍କ ପାଖରେ ପହଁଚି ସହାୟତା ପ୍ରଦାନ କଲେ ସ୍ବେଛାସେବୀ ସଂଗଠନ...

Sat Nov 6 , 2021
ବବିତା ସାମଲ(ଭଦ୍ରକକଲେଇ)କଲେଇ ଗ୍ରାମ ପଂଚାୟତ ର ବଳଭଦ୍ର ପୁର ରସିକାବାଜ ଗ୍ରାମ ରେ ଗତ ୧ ତାରିଖ ଦିନ ଅଗ୍ନିକାଣ୍ଡ ଘଟିଥିବା ପରିବାରକୁ ସହାୟତା ପାଇଁ ପହଁଚିଲେ ସ୍ବେଛାସେବୀ ସଂଗଠନ ।ସୂଚନା ମୁତାବକ ଆଗି୍ନିକାଣ୍ଡରେ ଉକ୍ତ ଗ୍ରାମ ର ରମାକାନ୍ତ ସାହୁ ଓ ଜୟପ୍ରକାଶ ସାହୁ ଙ୍କ ଘରେ ଅଚାନକ ଦିନ ଦିପହର ପ୍ରାୟ ୨ ଟା ସମୟରେ ନିଆଁ ଲାଗିଥିବା ଘର ଲୋକ ଦେଖିଲେ ହେଲେ ସେତେବେଳକୁ ନିଆଁ […]

You May Like

Pin It on Pinterest