ଚାନ୍ଦବାଲି ବ୍ଲକ ମୌସୁଧା ଫଚାୟତ ସିଙ୍ଗିଟି ଗାଁରେ ୧ ବର୍ଷର ଶିଶୁ ପୁତ୍ରର ପୋଖରୀରେ ବୁଡ଼ି ମୃତ…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୧୮/୧୧-ଚାନ୍ଦବାଲି ବ୍ଲକ ମୌସୁଧା ଫଚାୟତ ସିଙ୍ଗିଟି ଗାଁରେ ୧ ବର୍ଷର ଶିଶୁ ପୁତ୍ରର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ଶିଶୁଟି ଗାଁରେ ଖେଳୁଥିବା ସମୟରେ ପୋଖରୀରେ ପଡ଼ିଯାଇଥିଲା , ପରିବାର ଲେକେ ଖୋଜାଖୋଜି କରିବା ପରେ ପୋଖରୀ ମଧ୍ୟରୁ ଉଦ୍ଧାର କରି ତାକୁ ୧୦୮ ଗାଡ଼ିରେ ଆଣି ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ଶିଶୁ ଟିକୁ ମୃତ ଘୋଷଣା କରିଛନ୍ତି ,ମୃତ ଶିଶୁ ଜଣକ ହେଉଛନ୍ତି ରାମଚନ୍ଦ୍ର ନାୟକଙ୍କ.ପୁଅ ଦିବଂଶୁ ନାୟକ ବୋଲି ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ବିମାରାଶି ପ୍ରଦାନ...

Thu Nov 18 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୮/୧୧-ଚାନ୍ଦବାଲି ଶାଖା ସେବା ସମବାୟ ବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ଜନୀତବୀମା ରାଶି ପ୍ରଦାନ କରାଯାଇଛି । ବାଲେଶ୍ୱର ଭଦ୍ରକ ସେବା ସମବାୟବ୍ୟାଙ୍କ ଚାନ୍ଦବାଲି ଶାଖା ଅଧନ ଓରାସାହି ସେବା ସମବାୟ ସମିତିର ଚାଷୀପ୍ରଫୁଲ ରାଉତ, ଓ ମତୋ ସେବା ସମବାୟର ଚାଷୀ ଚନ୍ଦ୍ରମଣୀ ମହାଳିକ ମୃତ୍ୟୁ ବରଣ କରିଥିଲେ , ଆଜି ଚାନ୍ଦବାଲି ସମବାୟ ବ୍ୟାଙ୍କର ଶାଖା ପରିଚାଳକଗୁରୁପ୍ରସାଦ ମିଶ୍ର ଯୋଗ ଦେଇ ମୃତ ଚାଷୀଙ୍କ ସ୍ତ୍ରୀ ପ୍ରମିଳା […]

You May Like

Pin It on Pinterest