ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)- କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସଂଶୋଧିତ ମୋଟର ଯାନ ଆଇନ ଆସନ୍ତା ଡିସେମ୍ବର ୧ ତାରିଖରୁ ପୁଣି କଡ଼ାକଡି଼ ଭାବେ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମୋଟର ଯାନ ଆଇନ ଲାଗୁ ନେଇ ଚାଲିଥିବା ଧରପଗଡ଼ ଉପରେ ଯେଉଁ ୩ ମାସ କୋହଳ ଲାଗି ନିର୍ଦ୍ଦେଶ ଦେଇଥିଲେ, ଇତି ମଧ୍ୟରେ ତାହା ଶେଷ ହେବାକୁ ଯାଉଛି। ଫଳରେ ରାଜ୍ୟରେ ପୁଣି କଡାକଡି ହେବ ଟ୍ରାଫିକ କଟକଣା । ମନ୍ତ୍ରୀ ପଦ୍ବନାଭ ବେହେରା ଙ୍କ କହିବାନୁସାରେ, ପୂର୍ବରୁ ଯେଉଁ ପରିମାଣରେ ଫାଇନ୍ ଆଦାୟ ହେଉଥିଲା ସେଥିରେ ଆଉ କୋହଳ କରାଯିବା ନାହିଁ। ନୂଆ ମୋଟର ଯାନ ଆଇନ ଅନୁସାରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କଠାରୁ ଫାଇନ୍ ଆଦାୟ କରାଯିବ।
Next Post
ଆଜିର ଖାସ୍ ଖବର
Sat Nov 16 , 2019
୧-ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ର ସମୀକ୍ଷା, ବାତ୍ୟା ପରେ ବିଦ୍ୟୁତ ପୁନରୁଦ୍ଧାର କାମକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା। ବୁଲବୁଲରେ ୩୭ ଲକ୍ଷ ପ୍ରଭାବିତ। ୨-ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ: ବିକ୍ରିହେଲା ଅମ୍ଳଜାନ, ଏୟାର ପ୍ୟୁରିଫାୟର ଟାୱାର ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ। ୩-କଟକ ବାଲିଯାତ୍ରାରେ ଖାଇବା ଦୋକାନରେ ଚଢାଉ, ପ୍ରାୟ ଅଢେଇ କ୍ବିଣ୍ଟାଲ ବାସି ଖାଦ୍ୟ କରାଗଲା ନଷ୍ଟ। ୪-ପୁରିବ ୩ ମାସର କଣ୍ଟ, ଡିସେମ୍ବର ପହିଲାରୁ ପୁଣି […]

You May Like
-
2 years ago
ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ପାଇକମାଳ ଗସ୍ତ…
-
5 years ago
ବଣଭୋଜିକୁ କେନ୍ଦ୍ର କରି ଆକ୍ରମଣ ଜଣେ ମୃତ ୩ ଗୁରୁତର…
-
5 years ago
‘ବ୍ୟାରେକ୍ ନମ୍ବର ୧୫ ‘ ମୁଖତାର ଅନସାରୀର ନୂଆ ଠିକଣା ….


