୧-ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ର ସମୀକ୍ଷା, ବାତ୍ୟା ପରେ ବିଦ୍ୟୁତ ପୁନରୁଦ୍ଧାର କାମକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା। ବୁଲବୁଲରେ ୩୭ ଲକ୍ଷ ପ୍ରଭାବିତ।
୨-ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ: ବିକ୍ରିହେଲା ଅମ୍ଳଜାନ, ଏୟାର ପ୍ୟୁରିଫାୟର ଟାୱାର ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ।
୩-କଟକ ବାଲିଯାତ୍ରାରେ ଖାଇବା ଦୋକାନରେ ଚଢାଉ, ପ୍ରାୟ ଅଢେଇ କ୍ବିଣ୍ଟାଲ ବାସି ଖାଦ୍ୟ କରାଗଲା ନଷ୍ଟ।
୪-ପୁରିବ ୩ ମାସର କଣ୍ଟ, ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ନୂଆ ଟ୍ରାଫିକ ନିୟମ, ଫାଇନ ଅପରିବର୍ତ୍ତିତ ରହିବ।
୫-କିଟ୍ ବିଶ୍ୱବିଦ୍ୟାଳୟରେ ତୃତୀୟ ଭାରତୀୟ ଆଇନ କର୍ମଶାଳା, ଦରଦାମ ବୃଦ୍ଧି ନିୟନ୍ତ୍ରଣ ନେଇ ହେଲା ଆଲୋଚନା।
୬-ହିନ୍ଦୁ ଦେବୋତ୍ତର ଆଇନରୁ ବାଦ୍ ପଡିବ ପୁରୀ ଗୋବର୍ଧନ ମଠ, କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି।
୭-୧୮ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର,ସିଭିରମଣ ଇଂଜିନିୟରିଂ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି। କାଳିଆ ଯୋଜନା ସଂଶୋଧିତ।
୮-IAS ସ୍ତରରେ ଅଦଳବଦଳ,ନିତେନ ଚନ୍ଦ୍ରା ହେଲେ OSSSC ଅଧ୍ୟକ୍ଷ।
୯-ସାରା ଦେଶରେ ଗୋଟିଏ ଦିନରେ ମିଳିବ ଦରମା, “ୱାନ ନେସନ, ୱାନ ପେ ଡେ” ଉପରେ କାମ କରୁଛନ୍ତି ସରକାର।
୧୦-ବ୍ୟାଙ୍କରେ ଜମା ରାଶିର ଗ୍ୟାରେଣ୍ଟି ଉପରେ ବଡ ନିଷ୍ପତି ନେବେ ସରକାର, ୧ ଲକ୍ଷରୁ ୩ ଲକ୍ଷ ହେବ ଗ୍ୟାରେଣ୍ଟି ଟଙ୍କା।