୧-ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ ମ୍ୟାଚ୍।
୨-ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଅଟଳ ବିଜେପି, ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା।
୩-୨୦୦୦ କି.ମି: ରାତ୍ରିରେ ବି ଅଗ୍ନି- ୨ରେ ଭସ୍ମ ହେବ ଶତ୍ରୁ, ବାଲେଶ୍ଵରରେ ହେଲା ସଫଳ ପରୀକ୍ଷଣ।
୪-ଆଜିଠାରୁ ୬ ମାସ ପାଇଁ ବନ୍ଦ ହୋଇଯିବ ବଦ୍ରିନାଥ ଧାମର କବାଟ, ଦେବତାମାନେ କରିବେ ପୂଜା।
୫-୩୬ଟି ନିଗମରୁ କ୍ଷତିରେ ଚାଲିଛି ୧୧ ନିଗମ, ସର୍ବାଧିକ କ୍ଷତି ତାଲିକାରେ ଓଆରଏଚଡିସି, ଓଏସଏଫସି ଏବଂ ଗ୍ରୀଡକୋ।
୬-ଇମ୍ଫା ସମେତ ୬ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ।୬ଟି କମ୍ପାନୀର ମୋଟ ୧୭୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ।
୭-ଶିବସେନା, ଏନ୍ସିପି ଓ କଂଗ୍ରେସ ମେଣ୍ଟରେ କେଁ, ମହାରାଷ୍ଟ୍ରରେ ମହା ନାଟକ – ଥମୁନି ରାଜନୈତିକ ଝଡ।
୮-ବିପର୍ଯ୍ୟସ୍ତ ସ୍ଥିତିରେ ଇଞ୍ଜିନିୟରିଂ ଶିକ୍ଷା,୨୦୧୯-୨୦ ଶିକ୍ଷା ବର୍ଷରେ ୬୩% ସିଟ୍ ଖାଲି ପଡ଼ିଛି।
୯-ମିଳିତ ଜାତିସଂଘକୁ ୧.୩୫କୋଟି ଡଲାର ଦେବ ଭାରତ, ବିକାଶ କାର୍ଯ୍ୟ ଲାଗି ସହଯୋଗ ଘୋଷଣା।
୧୦-ଭୁବନେଶ୍ୱର ହେବ ବାହ୍ୟ ଶୌଚମୁକ୍ତ ଅଂଚଳ, ଖୋଲାରେ ଶୌଚ କଲେ ଦେବାକୁ ପଡିବ ଫାଇନ। ଖୋଲାରେ ମଳତ୍ୟାଗ କଲେ ୨୦୦ଟଙ୍କା ଓ ପରିସ୍ରା କଲେ ୧୫୦ ଜରିମାନା।