୧-କୁନ୍ଦୁଲି ମାମଲାର ତଦନ୍ତ କରିବ ଏସଆଇଟି, ନଜର ରଖିବେ ହାଇକୋର୍ଟ।
୨-ବାରିପଦା:ଗାଡି ଚେକିଂ ବେଳେ ମଦ୍ୟପର ବାଇକ୍ ଧକ୍କାରେ ପୁଲିସ୍ ଏସ୍ଆଇ ଦୟାନିଧି ଦାସ୍ ମୃତ।
୩-ଭୁବନେଶ୍ଵର:ଏବେ ସୁଦ୍ଧା ୮୯୫ ଜଣ କ୍ଲାସ ୱାନ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା ।
୪-ଲୋକସଭାରେ ବିଜିନେସ୍ ଆଡଭାଇଜରୀ କମିଟି ବୈଠକ, ଯୋଗ ଦେଲେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଡ.ଅଚ୍ୟୁତ ସାମନ୍ତ।
୫-ମଦ ପରେ ଗଞ୍ଜେଇ,ଗଞ୍ଜେଇ ଚାଷକୁ ସରକାରୀ ମାନ୍ୟତା ଦେବା ପାଇଁ ହେବ ବୈଠକ।
୬-ପ୍ରଧାନ ବିଚାରପତି ଭାବେ ଶପଥଗ୍ରହଣ କଲେ ଶରଦ ଅରବିନ୍ଦ ବୋବେଡ।
୭-ସରାଙ୍ଗସ୍ଥିତ ଆଇଜିଆଇଟିରେ ଉତ୍ତେଜନା – ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ, ମୁଖ୍ୟ ଫାଟକରେ ତାଲା ପକାଇଲେ ଉତ୍ତ୍ୟକ୍ତ ଛାତ୍ର।
୮-ସିଆଚେନରେ ଭୀଷଣ ହିମସ୍ଖଳନ, ୪ ଯବାନ ସହିଦ, ୨ ପୋର୍ଟରଙ୍କ ମଧ୍ୟ ମୃତ୍ୟୁ।
୯-ଡିସେମ୍ବର ପହିଲାରୁ ମହଙ୍ଗା ହେବ ସବୁ ମୋବାଇଲ କଲ୍ ଦର।
୧୦-ଗଙ୍ଗା ପ୍ରବାସ କାଳରେ ଉମା ଭାରତୀ ଅସୁସ୍ଥ, ଡେରାଡୁନ ହିମାଲୟନ ହସ୍ପିଟାଲରେ ଭର୍ତ୍ତି।
୧୧-ଭୁବନେଶ୍ୱର:ଆରମ୍ଭରୁ ବାଟବଣା ଧାନକିଣା ପ୍ରକ୍ରିୟା ; ଟୋକନ୍ ବ୍ୟବସ୍ଥା ବିରୋଧରେ ତେଜିଲା ଆନ୍ଦୋଳନ।



