କରଞ୍ଜିମାଳ ଯୁବମୋର୍ଚ୍ଚା ପକ୍ଷରୁ ସିଡିଏସ୍ ବିପିନ ରାୱତ୍ ଙ୍କ ପାଇଁ କ୍ୟାଣ୍ଡେଲ ସୋଭାଯାତ୍ରା…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି)କରଂଜମାଳ ଯୁବମୋର୍ଚ୍ଚା ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିଡିଏସ ବିପିନ ରାୱତ ଅମର ରହେ ସ୍ଲୋଗାନ ଦିଆଯାଇଛି।

ବିର ମାନଙ୍କର ଏ ବଳିଦାନକୁ ଦେଶ ସବୁ ଦିନ ପାଇଁ ମନେରଖିବ କହିଛନ୍ତିକରଂଜମାଲ ଯୁବ ମର୍ଚ୍ଚା ସଭାପତି ସତ୍ୟରଞ୍ଜନ ଦାସ। ଏହି ଶୋଭାଯାତ୍ରାରେ ଆଇଟି ସେଲ୍ ସଂଯୋଜକ ଦେବାଶିଷ ବେହୁରା, ଏସସି ମାର୍ଚ ମଣ୍ଡଳ ସଭାପତି ପାର୍ଥସାରଥୀ ଦାସ, ବରିଷ୍ଠ ନେତା ଚିନ୍ତାମଣି ବଳ,ଜଗନ୍ନାଥ ଜେନା,ରାମକାନ୍ତ ଭଳ,ମନୁ ମାଝୀ, ଜିବି ଛାତ୍ର ନେତା ସପନ ପଣ୍ଡିତ ପ୍ରମୁଖ ଉପସ୍ଥିତଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍...

Sun Dec 12 , 2021
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)-ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷା ପ୍ରଭାବ ରେ ବ୍ୟାପକ ଧାନ ଫସଲ ସମେତ ବିଭିନ୍ନ ପନିପରିବା ଫସଲ ଅଦିନିଆ ବର୍ଷା ରେ ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଉଛି। ତେବେ ଫସଲ ଅମଳ ସମୟ ହୋଇଥିବା ବେଳେ […]

You May Like

Pin It on Pinterest