ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଶିଳାନ୍ୟାସ ଓ ଉଦଘାଟନ ପର୍ବ…

ବବିତା ସାମଲ(ଭଦ୍ରକ):୧୫/୧୨- ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ,ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ମାରାଥନ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଧାମନଗର ବ୍ଲକର ଅସୁରାଳୀ ପଞ୍ଚାୟତରେ ନବନିର୍ମିତ ତୋରଣର ଉଦଘାଟନ ସହ ପଞ୍ଚାୟତ ଗୃହର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରାଯାଇଛି ।

ସରପଞ୍ଚ ରାଜେନ୍ଦ୍ର ସାହୁଙ୍କ ପୌରାହିତରେ ଗଣେଶନଗର ଜଗନ୍ନାଥ ମନ୍ଦିର ଯଜ୍ଞ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ବକ୍ସିପାଟଣା ଅଙ୍ଗନଓ୍ବାଡୀ ଗୃହ, ମିଶନ ଶକ୍ତି ଗୃହର ଉଦଘାଟନ ସହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଉମାମଣୀ ସାହୁଙ୍କ ସହ ବହୁ ଆଗ ଧାଡ଼ିର ନେତା ଓ କର୍ମୀମାନେ ଉପସ୍ଥିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଖୁବ ଶୀଘ୍ର ସର୍ବ ଦଳୀୟ ବୈଠକ...

Wed Dec 15 , 2021
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଖୁବ ଶୀଘ୍ର ସର୍ବ ଦଳୀୟ ବୈଠକ ବସିବ।ଏହି ବୈଠକ ପରେ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କରାଯିବ ତାରିଖ ।ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁ ଏହା କହିଛନ୍ତି । ଶ୍ରୀ ସାହୁ କହିଛନ୍ତି କି,ଡିସେମ୍ବର ଶେଷ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଡିସେମ୍ବର ୪ତାରିଖରେ ଜିଲ୍ଲା ସ୍ତରରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ଗତଥର ଅପେକ୍ଷା ଏଥର ୱାର୍ଡ […]

You May Like

Pin It on Pinterest