ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 24 ରବିବାର ଦିନ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀକୁ ସମ୍ବୋଧିତ କରିବେ । ଯଦି ଆପଣଙ୍କ ପାଖରେ କିଛି ଅଭିନବ ପରାମର୍ଶ ଏବଂ ଅନ୍ତର୍ଦୃଷ୍ଟି ଅଛି ,ତ ଏହାକୁ ସିଧା ପ୍ରଧାନମନ୍ତ୍ରୀଙ୍କ ସହ ସେୟାର କରିବାର ଏକ ସୁଯୋଗ ଅଛି । ପ୍ରଧାନମନ୍ତ୍ରୀ ସେଥିରୁ କିଛି ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି ।
Next Post
ଆଜିର ଖାସ୍ ଖବର
Thu Nov 21 , 2019
୧-ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ, ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ୨ -ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟରେ ପଡ଼ିବ ପ୍ରଚଣ୍ଡ ଶୀତ। ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୩-ଖାଦ୍ୟଯୋଗାଣ ବିଭାଗର ୩୨୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ। ୪-ଡିଜି ପଦରୁ ହଟିଲେ ବିଜୟ ଶର୍ମା , ନୂଆ ଡିଜି ହେଲେ ଅଭୟ, […]



