ସ୍ଵୟଂ ଚାଳିତ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ର ଲୋକାର୍ପଣ ଉତ୍ସବ…

ନମୋଗୁରୁ(ସୋନପୁର): ସ୍ୱୟଂଚlଳିତ ଯାନଚlଳନା ପରୀକ୍ଷଣ କେନ୍ଦ୍ରର ଶୁଭ ଉଦଘାଟଣ ଓ ଲୋକାର୍ପଣ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସାହାଯପିଟା ଠାରେ ସ୍ୱୟଂ ଚାଳିତ ଯାନଚଳନା ପରୀକ୍ଷଣ କେନ୍ଦ୍ର ର ଶୁଭ ଉଦଘାଟଣ ଲୋକାର୍ପଣ ହୋଇଯାଇଛି l

ନବ ନିର୍ମିତ କୋଠlକୁ ମୁଖ୍ୟ ଅତିଥି ପରିବହନ ମନ୍ତ୍ରୀ ଶ୍ରୀ ଯୁକ୍ତ ପଦ୍ମନାଭ ବେହେରା ଉଦଘାଟନ କରିଛନ୍ତି l ଏହି ସଭରେ ଓଡ଼ିଆ ର ପ୍ରମୁଖ ସଚିବ ଶ୍ରୀ ଯୁକ୍ତ ମଧୁସୂଦନ ପଢି ବାଣିଜ୍ୟ ଓ ପରିବହନ ବିଭାଗ ଶ୍ରୀ ଯୁକ୍ତ ଅରୁଣ କୁମାର ବୋଥ୍ରା, ପରିବହନ ଆଉକ୍ତ ଶ୍ରୀ ଯୁକ୍ତ ଦୀପ୍ତିରଞ୍ଜନ ପତ୍ର ଉପ ଆଉକ୍ତ ସମ୍ବଲପୁର, ଶ୍ରୀଯୁକ୍ତ ରବୀନ ପଟ୍ଟନାୟକ RTO ସୁବର୍ଣ୍ଣପୁର ଉପସ୍ଥିତ ରହିଥିଲେ l

ଏହି ସଭାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବଳୀ ସୁନୀଲ ନରବଣେ ସଭାକୁ ପରିଚାଳନା କରି ସଡ଼କ ସୁରକ୍ଷା ଜୀବନ ରକ୍ଷା ବିଷୟରେ ବୁଝାଇ କିପରି ନୁଆଁ ଟେକିନିକ ରେ ଡ୍ରାଏଭିଙ୍ଗ ଲାଇସନସ ଦିଆଯିବ ତାଉପରେ ଆଲୋକପlତ କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି କିଶୋର କ୍ଲବ ରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ପ୍ରେମ ସଂଜୀବନୀ ରକ୍ତଦାନ ଶିବିର...

Mon Dec 20 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି,)୨୦-୧୨-୨୧-ଭଦ୍ରକ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ନେତୃତ୍ୱରେ ଚାନ୍ଦବାଲିରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ଥାନିୟ କିଶୋର କ୍ଲବ ପରିସରରେ ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଟିତହୋଇ ଯାଇଛି । ଏହି ରକ୍ତଦାନ ଶିବିରରେ ଭଦ୍ରକ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଭାପତି ବୃନ୍ଦାବନ ଚନ୍ଦ୍ର ବେହରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବରକୁ ଉଦଘାଟାନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଜଯୋକ ସଂଜୟ […]

You May Like

Pin It on Pinterest