ମଣ୍ଡୀ ଖୋଲୁ ଖୋଲୁ ଜରିବସ୍ଥାକୁ ନେଇ ମିଲ୍ ମାଲିକ ଚାଷୀଙ୍କ ମଧ୍ୟରେ ତୁମ୍ଭିତୋଫାନ…

ନମୋଗୁରୁ(ସୁବର୍ଣ୍ଣପୁର):ମଣ୍ଡି ଖୋଲିବା ଆଗରୁ ଚାଷୀ ଙ୍କ ପାଇଁ ନୂଆ ସମସ୍ୱା ଦେଖା ଦେଇଛିବସ୍ତା ପାଇଁ ମଣ୍ଡି ରେ ଚାଷୀ ଜରିବସ୍ତା ରେ ଧାନ ନେଲେ ରଖୁ ଛନ୍ତି ମାତ୍ର ମିଲ ରେ ନା କରୁଛନ୍ତି, ଏପରି ସମସ୍ୟା ଦେଖଦେଇଛି |

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତଗତ ଖରଜୁରା ସମବାୟ ସମିତି ରେ ଚାଷୀ ମାନେ ଜରିବସ୍ତା ରେ ଧାନ ଆଣିଥିଲା ବେଳେ ଶୀତଳା ରାଇସ ମିଲମାଲିକ ନେବା ପାଇଁ ମନା କରିଦେଇଥିଲେ, କହିଥିଲେ ଯେ ଅଖା ବସ୍ତା ଛଡା ଅନ୍ୟ ବସ୍ତା ରେ ଧାନ ନିଆ ଯିବନାହିଁ |

ତେବେ ମିଲର ଙ୍କ ଦବ ଦବା କେତେ ଦିନ ଚାଷୀ ମାନଙ୍କ ଉପରେ ଚଳିବ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି, ଓ ସରକାର ଜିଲ୍ଲା ପ୍ରଶାସନ ଏ ଉପରେ କଣ ପଦ
କ୍ଷେପ ନେବେ ଦେଖି ବା ବାକି ରହିଲା |ତେବେ ମିଲ ମାଲିକ ଙ୍କ ଏପରି ବ୍ୟବହାର ଖରଜୁରା ପଂଚାୟତ ର ଚାଷୀଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରତିବାଦରେ ଅହୋରାତ୍ର ଆମରଣ ଅନଶନ...

Wed Dec 22 , 2021
ତ୍ରିନାଥ ବାରିକ(କଣାସ):ପଞ୍ଚାୟତ ସମିତି ସଭାରେ କଣାସ ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ପାଈଁ ପ୍ରସ୍ତାବ ଗୃହୀତ ହେବା ପରେ,ଵିରୋଧ ର ସ୍ୱର ଉତ୍ତୋଳନ କରି ରଣହୁଙ୍କାର ଦେଇଛି କଣାସ ନାଗରିକ ମଞ୍ଚ । ଶାସକ ଦଳକୁ ସିଧା ଟାର୍ଗେଟ କରି ମଞ୍ଚ ଏବେ ବ୍ଲକ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଅହରାତ୍ରୀ ଆମରଣ ଅନସନ ରେ ବସିଛି । ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କୁ ନେଇ କିଏ […]

You May Like

Pin It on Pinterest