ଆଜିର ଖାସ୍ ଖବର

୧-ଭୁବନେଶ୍ୱର ଏବଂ ରାସ୍-ଅଲ- ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି।

୨-ରାସ୍ତା ପାଲଟିଛି ମୃତ୍ୟୁର ମୁକ ସାଖୀ, ୪ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଗଡ଼ିଛି ୧୮ହଜାର ମୁଣ୍ଡ।

୩-ପିଆଜ ଏବେ ୮୦ଟଙ୍କା; ୧୦୦ ଟପିବ ବୋଲି କହୁଛନ୍ତି ବ୍ୟବସାୟୀ।

୪-ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି।

୫-ଆଗାମୀ ୬ ମାସ ଯାଏଁ ହୁ ହୁ ହୋଇ ବଢିବ ସୁନା ଦର ।

୬-ମହିଳା କମିଶନ ସଦସ୍ୟା ପାଇଁ ୪ ଜଣ ମନୋନୀତ । ଏମାନେ ହେଲେ ସ୍ନେହାଞ୍ଜଳୀ ମହାନ୍ତି ,ଜଲିନା ପ୍ରିୟ ଦର୍ଶିନୀ, ସ୍ୱର୍ଣ୍ଣଲତା ସାମଲ ଓ ଆରତୀ ସିଂହ ।

୭-ବିବାଦୀୟ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସାମିଲ।

୮-ପ୍ରତ୍ୟାହାର ହେଲା ଚାଷୀ ଆନ୍ଦୋଳନ, ମଣ୍ଡିରେ ସବୁ ଧାନ ବିକି ପାରିବେ ଚାଷୀ।

୯-କୋଲକାତା:DRI ଚଢ଼ାଉ ପ୍ରଭାବ, ଆକାଶରେ ଉଡିଲା ୩.୭୪ଲକ୍ଷ ଟଙ୍କା। ଗୋଟାଇବାକୁ ଲୋକଙ୍କ ଭିଡ଼।

୧୦-କୋଲକାତା: ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଆଜିଠୁ ଐତିହାସିକ ପିଙ୍କ୍ ବଲ ଟେଷ୍ଟ।

୧୧-୨୦୨୦ ମାର୍ଚ୍ଚ ସୁଦ୍ଧା ଆଉ ୩୬ ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Nov 23 , 2019
୧-ଆମେରିକୀୟ ବଜାରରେ ବଢୁଛି ଭାରତୀୟ ଗାଈଙ୍କ ଗୋବରରେ ପ୍ରସ୍ତୁତ ଘଷିର ଚାହିଦା, ହଟ୍ କେକ ଭଳିବିକ୍ରି ହେଉଛି। ୨-କର୍ତ୍ତବ୍ୟରେ ଅବହେଳା:ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ନିଲମ୍ୱିତ। ୩-ବ୍ୟାଙ୍କ ଋଣ ଠକେଇ ମାମଲା: ଭୂଷଣ ଷ୍ଟିଲ ଏଣ୍ଡ ପାୱାରର ପୂର୍ବତନ ଚେୟାରମ୍ୟାନ ସଞ୍ଜୟ ସିଂହଲ ଗିରଫ। ୪-ବିଏସଏନଏଲ ଆଣିଲା କ୍ୟାସ୍‌ବ୍ୟାକ୍ ଅଫର: 9478053334 ନମ୍ବରକୁ ACT 6 paisa ଲେଖି ମେସେଜ କଲେ ଉପଭୋକ୍ତାଙ୍କୁ ୬ ପଇସା କ୍ୟାସ୍‌ବ୍ୟାକ ମିଳିବ। ୫-ବିଏମ୍‌ସିକୁ […]

You May Like

Pin It on Pinterest