ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ବିଜେପି ର ମିଶ୍ରଣ ପର୍ବ…

ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଂଚାୟତର ମିଶ୍ରଣ ପର୍ବ, ଅନ୍ଯ ରାଜନୈତିକ ଦଳ ପରିତ୍ୟାଗ କରି ପଦ୍ମ ଧରିଲେ ୨୦ ପରିବାର


ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୋପୀନାଥପୁର ପଞ୍ଚାୟତ ପରିବର୍ତ୍ତନର ସ୍ରୋତ ଯାହା କି ଦିନକୁ ଦିନ ପ୍ରଖର ହେବାକୁ ।ଅନ୍ଯ ରାଜନୈତିକ ଦଳର ଶାସନ ରେ ବିମୁଖ ହୋଇ ଜନସାଧାରଣ ମାନେ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଭାରତକୁ ସମୃଦ୍ଧ ଏବଂ ଶ୍ରେଷ୍ଠ କରିବା ଲକ୍ଷରେ ବିଜେପିରେ ଯୋଗଦାନ କରୁଛନ୍ତି।

ଘଣ୍ଟେଶ୍ୱର ମଣ୍ଡଳ ସଭାପତି ମିତ୍ରଭାନୁ ଦାସ ନାରୀ ନେତ୍ରୀ ମାଳତୀ ଲତା ସାହୁ ଙ୍କ, ନେତୃତ୍ୱରେ ୨୦ ରୁ ଉର୍ଦ୍ଧ ପରିବାର ଅନ୍ଯ ରାଜନୈତିକ ଦଳ ପରିତ୍ୟାଗ କରି ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଯୁବ ନେତା ମୁନ୍ନା ଧନୀ ଟୁଟୁ ପାଣି ପପୁନା ପାଣିଙ୍କ, ଉପସ୍ଥିତ ରେ କେଶରପୁର ଗ୍ରାମର ୱାର୍ଡ ମେମ୍ବର ମାନସୀ ସେଠୀ, ବୁଲୁସେଠୀ,ମୋହନ ସେଠୀ ମାମିନା ସେଠୀ ମିଶିଲେ ଏହି ମିଶ୍ରଣ ଆଗାମୀ ଦିନରେ ଏକ ବିଶାଳ ପରିବର୍ତ୍ତନ ଆଣିବ ବୋଲି ଯାହାକି ଗୋପୀନାଥପୁର ପଞ୍ଚାୟତ ବାସୀଙ୍କର ମତ ପ୍ରକାଶ ପାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ କରଣ ପଲ୍ଲୀ ପଞ୍ଚାୟତ ଏକ ଚିଙ୍ଗୁଡ଼ି ଫାର୍ମ ରୁ ଯୁବକଙ୍କ ମୃତଦେହ ଉଦ୍ଧାର...

Thu Dec 23 , 2021
ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଂଚାୟତ ନାଳିଛକରେ ଯୁବକଙ୍କ ମୃତ ଦେହ ଏକ ଚିଙ୍ଗୁଡ଼ି ଫାର୍ମରୁ ଉଦ୍ଧାର,ସଂନ୍ଦେହେ ଜଣକ ମୃତ୍ୟୁକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ…. ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଂଚାୟତ ନାଳିଛକରେ ଜଣେ ଯୁବକଙ୍କ ମୃତ ଦେହ ଏକ ଚିଙ୍ଗୁଡ଼ି ଫାର୍ମରେ ପଲ୍ଲା ଘରେ ଉଦ୍ଧାର କରାଯାଇଛି, ମୃତଙ୍କ ହେଉଛନ୍ତି ବଂଶଡା ଥାନା ଅଧିନ କରଣପଲ୍ଲୀ ପଂଚାୟତ ନାଳୀଛକ ଗାଁର ସୁଦର୍ଶନ ମଣ୍ଡଳଙ୍କ ପୁତ୍ର […]

You May Like

Pin It on Pinterest