ଆଜିର ଖାସ୍ ଖବର

୧-ହଙ୍ଗକଙ୍ଗରେ ଚୀନକୁ ଝଟକା, ଜିଲ୍ଲା ପରିଷଦ ନିର୍ବାଚନରେ ଗଣତନ୍ତ୍ରର ବଡ ଜିତ୍।

୨-ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍, ଅର୍ଥମନ୍ତ୍ରୀ ଆଣିଲେ ୮ହଜାର ୧୨୬ କୋଟି ଟଙ୍କାର ବ୍ୟୟ ମଞ୍ଜୁରି ବିଲ।

୩-ବିନା ପେଟ୍ରୋଲ୍‌ ଓ ଡିଜେଲ୍‌ରେ ଭୁବନେଶ୍ୱରରେ ଗଡ଼ିବ ୫୦ଟି ବସ୍‌।

୪-ଆଇପିଏସ୍ ଅଫିସର ମନୋଜ ଛାବ୍ରାଙ୍କୁ ନୂଆ ଦାୟିତ୍ୱ, ମିଳିଲା ସ୍ପେଶାଲ ଜେଲ ଡିଜି ପଦବୀ।

୫-ଲୋୟର ପିଏମ୍‌ଜିରେ ଗଛ ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ସୁରକ୍ଷିତ ଉଦ୍ଧାର କରି ଅଗ୍ନିଶମ ବାହିନୀ।

୬-ନୂଆ ଟ୍ରାଫିକ ନିୟମ ପୁଣି କାର୍ଯ୍ୟକାରୀ ହେବା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ କରାଗଲା ବିଶାଳ ଜନସଚେତନତା କାର୍ଯ୍ୟକ୍ରମ।

୭-୫୦ଲକ୍ଷର ଗୁମର :୫ଜଣ ନକଲି ମାଓବାଦୀଙ୍କୁ ଗିରଫ କରି ଖୋଳତାଡ, ତଦନ୍ତ ଚଳାଇଛି ମାଲକାନଗିରି ପୋଲିସ।

୮-ମୁମ୍ବାଇ:ହୋଟେଲ ଗ୍ରାଣ୍ଡ ହୟାତରେ ଏନସିପି, କଂଗ୍ରେସ ଓ ଶିବସେନାର ଶକ୍ତି ପ୍ରଦର୍ଶନ, ରାଜଭବନ ପୂର୍ବରୁ ହୋଟେଲରେ ଶପଥପାଠ କଲେ ବିଧାୟକ।

୯-ବାଂଲା ଶରଣାର୍ଥୀଙ୍କୁ ଜମି ଦେବାକୁ ଘୋଷଣା କଲେ ମମତା।

୧୦-୫ରୁ ୧୦ ଟଙ୍କା କମିବ ପିଆଜ ଦର – ଇଜିପ୍ଟିରୁ ପିଆଜ ଆମଦାନୀ କରିବାପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Nov 27 , 2019
୧-ମୋଦୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ବଳପୂର୍ବକ ୮୫ ଭ୍ରଷ୍ଟ ଅଧିକାରୀଙ୍କୁ କରାଗଲା ବିଦା। ୨-ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡି, ରିନ୍ୟୁ କରିହେବ ଆରସି :ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ୩-ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ୧ରେ ନେବେ ଶପଥ ! ୪-ପଲିଟେକନିକ୍ ପରୀକ୍ଷା ରେ ସଂସ୍କାର: ଅନଲାଇନ୍ ରେ ପଠାଗଲା ପ୍ରଶ୍ନପତ୍ର, ମୁଖ୍ୟମନ୍ତ୍ରୀଙ୍କ, ପ୍ରଶଂସା,ଓପେସା କହିଲା ସ୍ବାଗତ ଯୋଗ୍ୟ। ୫-ବରଖାସ୍ତ ହେଲେ କେନ୍ଦ୍ରାପଡା କ୍ରେଡିଟ୍ […]

You May Like

Pin It on Pinterest