ଆଜିର ଖାସ୍ ଖବର

୧-ମୋଦୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ବଳପୂର୍ବକ ୮୫ ଭ୍ରଷ୍ଟ ଅଧିକାରୀଙ୍କୁ କରାଗଲା ବିଦା।

୨-ବନ୍ଦ ହେବନି ୧୫ ବର୍ଷରୁ ଅଧିକ ପୁରୁଣା ଗାଡି, ରିନ୍ୟୁ କରିହେବ ଆରସି :ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

୩-ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ୧ରେ ନେବେ ଶପଥ !

୪-ପଲିଟେକନିକ୍ ପରୀକ୍ଷା ରେ ସଂସ୍କାର: ଅନଲାଇନ୍ ରେ ପଠାଗଲା ପ୍ରଶ୍ନପତ୍ର, ମୁଖ୍ୟମନ୍ତ୍ରୀଙ୍କ, ପ୍ରଶଂସା,ଓପେସା କହିଲା ସ୍ବାଗତ ଯୋଗ୍ୟ।

୫-ବରଖାସ୍ତ ହେଲେ କେନ୍ଦ୍ରାପଡା କ୍ରେଡିଟ୍ କୋ. ସଭାପତି ପ୍ରମୋଦ ସାହୁ।

୬-ପଶ୍ଚିମ ଓଡ଼ିଶା ଛାଡି ଆଉ ସବୁ ଆଡ଼େ ରହିବ ତିନି ଦିନ ଯାଏଁ ଘନ କୁହୁଡି: ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୭-ଭୁବନେଶ୍ୱର ଏମ୍‌ସ ଆକାଉଣ୍ଟରୁ ୪ କୋଟି ୧୪ ଲକ୍ଷ ଟଙ୍କା ହଡ଼ପ।କାରବାରରେ ବ୍ୟାଙ୍କ କର୍ମଚାରୀ ସଂପୃକ୍ତି ଥିବା ଅଭିଯୋଗ।

୮-ଆଜିଠାରୁ କିଟ୍ ରେ ଅନୁଷ୍ଠିତ ହେବ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ନବମ ଆନ୍ତର୍ଜାତିକ ସମ୍ମିଳନୀ।ଭାରତ ସମେତ ଅଷ୍ଟ୍ରିଆ, ମାଲେସିଆ, ଇଟାଲୀ, ଶ୍ରୀଲଙ୍କା, ଆମେରିକା, ଇଣ୍ଡୋନେସିଆ, ସର୍ବିଆ, ଥାଇଲାଣ୍ଡ, ବାଂଲାଦେଶ, ଜାପାନ ଓ ଇଂଲଣ୍ଡ ଆଦି ୩୦ଟି ଦେଶରୁ ହଜାରେରୁ ଉର୍ଦ୍ଧ୍ୱ ପରିବେଶବିତ୍‌ ଓ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

୯-ଏଣିକି ଅଙ୍ଗନବାଡି ଓ ଡାକ୍ତରଖାନାରେ ଖୋଲାଯିବ ଆଧାର କେନ୍ଦ୍ର।

୧୦-କିସ୍ ରେ ହେବ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ନାଁରେ ଚେୟାର, ଘୋଷଣା କଲେ ୱିସକମ୍‌ର ନିର୍ଦ୍ଦେଶକ ଡ. ମୀନାକ୍ଷୀ ଗୋପୀନାଥ।

୧୧-୬୦୯୦ ମେଟ୍ରିକ ଟନ୍ ପିଆଜ ଇଜିପ୍ଟରୁ ଆସିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

Wed Nov 27 , 2019
ଟ୍ରେନ ଓ ଯାତ୍ରୀ ମାନଙ୍କର ନିରାପଦ ଯାତ୍ରା ପାଇଁ ସତର୍କତା ପଦକ୍ଷେପ ସହିତ କର୍ମଚାରୀ ମାନଙ୍କୁ ବିଶେଷ ପରାମର୍ଶ ପୂର୍ବତଟ ରେଳପଥ ପରିସୀମା କ୍ଷେତ୍ରର ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି I […]

You May Like

Pin It on Pinterest