ଚାନ୍ଦବାଲି ବ୍ଲକ ଜଳେଶ୍ଵର ପୁର ପଞ୍ଚାୟତରେ ବିବାଦୀୟ ଗ୍ରାମ୍ୟ ରାସ୍ତା ର ଆପୋଷ ସମାଧାନ ର ବାଟ ଫିଟିଲା…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକରେ ଚର୍ଚ୍ଚାରେ ଥିବା ଜଳଶ୍ୱରପୁର ପଂଚାୟତର ଜବର ଦଖଲ ଉଭେଦ ଘଟଣା ଏବେ ସମାଧାନର ବାଟ ଫିଟିଛି । ଜଳେଶ୍ୱରପୁରରେ ବିବାଦ ଘେରରେ ଥିବା ପ୍ଲଟ- ୫୯୫ ଖାତା ୩୪୦ରେ ୧ଏକର ୨୫ ସ୍ଥାନରେ ଗାଁ ରାସ୍ତା ସଂପ୍ରସାରଣ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଜି ଜବର ଦଖଲ ଉଛେଦ ପାଇଁ ଉଭୟ ପକ୍ଷରୁ ସମ୍ମତି କ୍ରମେ ମାପ ପକ୍ରିୟା ଶେଷ ହେବ ପରେ ୧ ମାସ ମଧ୍ୟରେ ଜବର ଦଖଲ ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ତହସିଲ ପ୍ରଶାସନ ପକ୍ଷରୁ ଅତିରିକ୍ତ ସହସିଲଦାର ନେତୃତ୍ବରେ ରାଜସ୍ବ ଅଧିକାରୀ, ସରକାରୀ ଅମିନ ଜଳେଶ୍ୱରପୁର ଗାଁରେ ପହଁଚି ମାପ ଆରମ୍ଭ କରିଥିଲେ , ଉଭୟ ପକ୍ଷରୁ ସମ୍ମତି କ୍ରମେ ମାପ ଶେଷ ପରେ ଜବର ଦଖଲ ଉଛେଦ ପାଇଁ ନିଷ୍ପତି ଉଭୟ ପକ୍ଷରୁ ପ୍ରଶାସନକୁ ସମ୍ମତି ପରେ ଆସନ୍ତା ଏକ ମାସ ଜବର ଦଖଲ ଉଛେଦ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏପେଟେ ଆବେଦନକାରୀ ଯୁବ ସମାଜସେବୀ ରମାକାନ୍ତ ଭୋଳ ଉଚ୍ଚ ନ୍ୟାୟଳୟକୁ ନିର୍ଦ୍ଦେଶନମାକୁ ସମ୍ମାନଦେବା ସହ ପ୍ରଶାସନ ସହାୟତାରେ ଜବର ଦଖଲ ଉଛେଦ ପାଇଁ ନିର୍ଦ୍ଦେଶନାମାକୁ ସ୍ବାଗତ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପଶ୍ଚିମବଙ୍ଗରେ ଦିଦିଙ୍କ ଚିନ୍ତା ବଢ଼ାଇଲା କରୋନା ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ଦ୍ୱିଗୁଣିତ...

Thu Dec 30 , 2021
ବାସ୍ତବବ୍ୟୁରୋ(କୋଲକତା):ପୁଣିଥରେ,ସାରା ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି | ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ବର୍ତ୍ତମାନ ପଶ୍ଚିମବଙ୍ଗ କରୋନା ମାମଲାରେ ଏକ ବଡ଼ ଜମ୍ପ ପଞ୍ଜିକରଣ କରିଛି। ପଶ୍ଚିମବଙ୍ଗ ଗୁରୁବାର ଦିନ କରୋନା ର ୨ ,୧୨୮ଟି ନୂଆ ମାମଲା ଚିହ୍ନଟ ହୋଇଛି | ଯାହା ବୁଧବାର ଦିନର ସଂକ୍ରମଣ ହିସାବରେ ଦ୍ୱିଗୁଣିତ ହୋଇଛି। ଗୁରୁବାର ଦିନ ରାଜ୍ୟରେ ରିପୋର୍ଟ ହୋଇଥିବା ତାଜା ମାମଲା ମଧ୍ୟରୁ କୋଲକାତାର ୧,୦୯୦ ଟି […]

You May Like

Pin It on Pinterest